ଅନୁଗୁଳ: ଏକ ବାହାଘର ଉତ୍ସବରେ ୩ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଗିରଫ ହେଲେ ୨ ଯୁବକ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଗୁଳିକାଣ୍ଡ । ଦୁଇ ଜଣ ଯୁବକ ଏକ ଫରଚୁନର କାରରେ ଆସି ଏକ ବାହାଘର ଉତ୍ସବରେ ୩ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ ।
ଏନେଇ ଖବର ପାଇବାପରେ ତୁରନ୍ତ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚିଥିଲା । ପଚରାଉଚରା କରିବାପରେ ଉଭୟଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ ।