ପୁତୁରାକୁ ଚେଙ୍କ ଦେଇ ଆହତ କଲେ ଦାଦା ଖୁଡ଼ି, ମର୍କତ ନଗର ଥାନାରେ ଏତଲା

କଟକ(କେନ୍ୟୁଜ୍):  କଟକରେ ନାବାଳକକୁ ଚେଙ୍କ । ଦାଦାଖୁଡି ପୁତୁରାକୁ ଚେଙ୍କ ଦେଇଥିବା ଅଭିଯୋଗ । ଏନେଇ ମର୍କତ ନଗର ଥାନାରେ ଅଭିଯୋଗ କରିଛନ୍ତି ନାବାଳକକ ଅଜା-ଆଈ । ସିଡିଏ ସେକ୍ଟର-୭ ଅଞ୍ଚଳର ଘଟଣା । ତେବେ ଅଭିଯୋଗ ପରେ ନାବାଳକ ସିଟି ହସ୍ପିଟାଲ କୁ ନେଇଥିଲେ। ପୋଲିସ ଉପସ୍ଥିତରେ ଡାକ୍ତର ନାବାଳକର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲା । ନାବାଳକଙ୍କ କହିବା ଅନୁସାରେ ନିଜ ଖୁଡି ବାରମ୍ବାର ମାଡ଼ ମାରିବା ସହ ଗରମ ଚେଙ୍କ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.