ବହୁ ଚର୍ଚ୍ଚିତ ଏମାର ମଠର ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ପୁରୀ(କେନ୍ଯୁଜ୍):ବହୁ ଚର୍ଚ୍ଚିତ ଏମାର ମଠର ଯାଞ୍ଚ ପ୍ରକ୍ରିୟା ଆରମ୍ଭ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉପ ଜିଲ୍ଲାପାଳ, ମଠ ପରିଚାଳନା କମିଟି ଟ୍ରଷ୍ଟ ଓ ବୈଷୟିମ ଟିମ୍‌ ସହାହତାରେ ଆରମ୍ଭ ହୋଇଛି ଯାଞ୍ଚ କାର୍ଯ୍ୟ । ସେପ୍ଟେମ୍ବର ୧୬ରେ ଚିହ୍ନଟ କରାଯାଇଥିବା ସ୍ଥାନକୁ ଖନନ କରାଯିବ ।

ପୂର୍ବରୁ ୫୨୨ଖଣ୍ଡ ରୁପା ଇଟା ମିଳିଥିବା ବେଳେ ପରବର୍ତ୍ତି ପର୍ଯ୍ୟାୟରେ ଆଉ ୪୫ଖଣ୍ଡ ରୁପା ଇଟା ମିଳିଥିଲା । ଆଉ କିଛି ଗୁପ୍ତଧନ ମାଟିତଳେ ଥିବା ଅନୁମାନ କରି ଖନନ ପ୍ରକ୍ରିୟା ଆରମ୍ଭ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.