Browsing Tag

emar matha

ପୁରୀ ଏମାର ମଠରେ ପ୍ରତ୍ନତତ୍ତ୍ୱ ବିଭାଗର ସ୍ୱତନ୍ତ୍ର ଟିମ୍: ମାଟି ତଳୁ ଉଦ୍ଧାର ହେଲା ସିଂହ ମୂର୍ତ୍ତି, କୀର୍ତ୍ତିରାଜର…

ପୁରୀ (କେନ୍ୟୁଜ): ପୁରୀରେ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ । ଆଜି ଅପରାହ୍ନରେ ଏମାର ମଠ ପାଖରେ ହୋଇଥିବା ଖନନ ଅଞ୍ଚଳରେ ପହଞ୍ଚି ସେଠାରୁ ବାହାରିଥିବା ପଥରର ସିଂହ ମୂର୍ତ୍ତିର ଅନୁଧ୍ୟାନ କରିଛନ୍ତି । ଏହାସହ ସିଂହ ମୂର୍ତ୍ତିକୁ ସଫା କରିବା ସହ ସେଗୁଡିକର ଫଟୋଗ୍ରାଫି ମଧ୍ୟ କରିଛନ୍ତି ।…

ବହୁ ଚର୍ଚ୍ଚିତ ଏମାର ମଠର ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ପୁରୀ(କେନ୍ଯୁଜ୍):ବହୁ ଚର୍ଚ୍ଚିତ ଏମାର ମଠର ଯାଞ୍ଚ ପ୍ରକ୍ରିୟା ଆରମ୍ଭ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉପ ଜିଲ୍ଲାପାଳ, ମଠ ପରିଚାଳନା କମିଟି ଟ୍ରଷ୍ଟ ଓ ବୈଷୟିମ ଟିମ୍‌ ସହାହତାରେ ଆରମ୍ଭ ହୋଇଛି ଯାଞ୍ଚ କାର୍ଯ୍ୟ । ସେପ୍ଟେମ୍ବର ୧୬ରେ ଚିହ୍ନଟ କରାଯାଇଥିବା ସ୍ଥାନକୁ ଖନନ କରାଯିବ ।…

ପୁରୀ: ପୁଣି ଏମାର ମଠରେ ମିଳିଲା ୪୭ ଖଣ୍ଡ ରୁପା ଇଟା, ୨୦୧୧ରେ ଜବତ ହୋଇଥିଲା ୫୨୨ ଖଣ୍ଡ

ପୁରୀ(କେନ୍ୟୁଜ୍):  ପୁରୀ ଏମାର ମଠରେ ରୁପା ଇଟାକୁ ନେଇ ଚର୍ଚ୍ଚା । ମଠ ପରିଚାଳନା ଭାର ନୂଆ ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର ବେଳେ ମଠ ମହନ୍ତଙ୍କ ମାର୍ଫତରେ ଥିବା ୪୭ ଖଣ୍ଡ ରୁପା ଇଟା ସଂପର୍କରେ ସୂଚନା ମିଳିଛି । ଦେବୋତ୍ତର ବିଭାଗର ତାଲିକାରେ ଥିବା ଏହି ୪୭ ଖଣ୍ଡ ରୁପା ଇଟା ୨୦୧୦ ମସିହାରେ…

ପୁରୀ ରଘୁନନ୍ଦନ ପାଠାଗାର ପାଇଁ ୫ କୋଟି ଟଙ୍କା ମଞ୍ଜୁର, ଏମାର ମଠର ଜମିରେ ହେବ ପାଠାଗାର

ପୁରୀ ରଘୁନନ୍ଦନ ପାଠାଗାର ପାଇଁ ୫ କୋଟି ଟଙ୍କା ମଞ୍ଜୁର । ଅତ୍ୟାଧୁନିକ ପାଠାଗାର ପ୍ରତିଷ୍ଠା ପାଇଁ ୫ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏମାର ମଠର ଜମିରେ ପାଠାଗାର ହେବ । ଏଠାରେ ଅନେକ ପାଣ୍ଡୁଲିପି ରହିବା ସହ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ପୁସ୍ତକ ସ୍ଥାନ ପାଇବ । ମଠରେ ଥିବା…

ବିବାଦରେ ଏମାର ମଠ ମହନ୍ତ, ଖୋଲୁଛି ଅପରାଧର ପେଡ଼ି

ଏମାର ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାସ ଏବେ ବନ୍ଦ କୋଠରୀ ମଧ୍ୟରେ ଆତ୍ମଗୋପନ କରିଛନ୍ତି । ପ୍ରଶାସନ ସହ ଆଲୋଚନା କରି ସେ ତାଙ୍କ କୋଠରୀକୁ ଭାଙ୍ଗିବା ପାଇଁ ଅନୁମତି ନେଇଥିବା ଆଲୋଚନା ହେଉଛି। କିନ୍ତୁ ଏଯାବତ ସେ ତାଙ୍କ ଘରୁ ବାହାରିନାହାନ୍ତି । ପୁରୀ ଏମାର ମଠ ମହନ୍ତ ରାଜଗୋପାଳ ରାମନୁଜ…

ଜାଣନ୍ତୁ ପୁରୀର ସର୍ବପୁରାତନ ଐତିହାସିକ ଏମାର ମଠ ବିଷୟରେ କିଛି ଅଜଣା କଥା

ଶ୍ରୀସଂପ୍ରଦାୟ କିମ୍ବା ରାମାନୁଜ ସଂପ୍ରଦାୟର ଆଦି ପ୍ରଚାରକ ତଥା ବିଶିଷ୍ଟ ଅଦୈତ୍ୟାଚାର୍ଯ୍ୟ ଶ୍ରୀରାମାନୁଜ ଖ୍ରୀଷ୍ଟୀୟ ଦ୍ବାଦଶ ଶତାଦ୍ଦୀର ପ୍ରଥମ ଭାଗରେ ପୁରୀ ଆଗମନ କରିଥିବା ଉଲ୍ଲେଖ ରହିଛି। ଐତିହାସିକଙ୍କ ମତରେ ଏହି ମଠ ପ୍ରାୟ ୯୦୦ ବର୍ଷ ତଳର। ଶ୍ରୀରାମାନୁଜ ୧୧୨୨ ମସିହାରୁ ୧୧୩୭ ମସିହା…