ଗିରଫ ହେଲେ କୋଟିପତି ସବ ରେଜିଷ୍ଟ୍ରାର, ଜାରି ରହିଥିଲା ଭିଜିଲାନ୍ସ ଚଢ଼ଉ
ଗିରଫ ହେଲେ କୋଟିପତି ସବ ରେଜିଷ୍ଟ୍ରାର । ନୟାଗଡ଼ ସବରେଜିଷ୍ଟ୍ରାରଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢ଼ଉ କରିଥିଲା । ନୟାଗଡ଼ ସବରେଜିଷ୍ଟ୍ରାର ଶାଶ୍ବତ କୁମାର ପଟ୍ଟନାୟକଙ୍କୁ ଗିରଫ କରାଯାଇଛି ।

ଗିରଫ ହେଲେ କୋଟିପତି ସବ ରେଜିଷ୍ଟ୍ରାର । ନୟାଗଡ଼ ସବରେଜିଷ୍ଟ୍ରାରଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢ଼ଉ କରିଥିଲା । ନୟାଗଡ଼ ସବରେଜିଷ୍ଟ୍ରାର ଶାଶ୍ବତ କୁମାର ପଟ୍ଟନାୟକଙ୍କୁ ଗିରଫ କରାଯାଇଛି । ଶରତଙ୍କ ୨ଟି କୋଠା, କଟକ, ଜଟଣୀ , ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରେ ୬ ପ୍ଲଟ ଠାବ ହୋଇଛି । ପ୍ଲଟ କ୍ରୟ ପାଇଁ ୬.୫୪ ଲକ୍ଷ ଅଗ୍ରୀମ ପଇଠ କରିଛନ୍ତି । ଗୋଟେ ଚାରି ଚକିଆ ଓ ୩ଟି ବାଇକ୍ ମଧ୍ୟ ଠାବ ହୋଇଛି ।