ଭିଜିଲାନ୍ସ ଜାଲରେ ସ୍ପେଶାଲ କ୍ଲାସ ଠିକାଦାର, ଅର୍ଥ ହେରଫେର ଅଭିଯୋଗରେ ୨ ଗିରଫ

ଭିଜିଲାନ୍ସ ଜାଲରେ ସ୍ପେଶାଲ କ୍ଲାସ ଠିକାଦାର। ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବିଜୟ ଅଗ୍ରୱାଲ ଓ ଦୀପକ କୁମାର ଅଗ୍ରୱାଲ ଙ୍କୁ ଗିରଫ କଲା ଭିଜିଲାନସ।

ଭିଜିଲାନ୍ସ ଜାଲରେ ସ୍ପେଶାଲ କ୍ଲାସ ଠିକାଦାର। ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବିଜୟ ଅଗ୍ରୱାଲ ଓ ଦୀପକ କୁମାର ଅଗ୍ରୱାଲ ଙ୍କୁ ଗିରଫ କଲା ଭିଜିଲାନସ। ଦୁଇ ଜଣଙ୍କୁ ରାଉରକେଲାରୁ ଗିରଫ କରାଯାଇଛି। କଟକ ଭିଜିଲାନ୍ସ ସେଲ୍ ଅଫିସରେ ୨ ଜଣଙ୍କୁ ରଖାଯାଇ ପଚରାଉଚରା କରାଯାଉଛି।

ସୋନପୁରରେ ୧୦୦ ସିଟ୍ ବିଶିଷ୍ଟ ୪ଟି ଛାତ୍ରାବାସ ନିର୍ମାଣ କାମ ନେଇଥିଲେ। ଅନୁସୂଚିତ ଜାତି ହଷ୍ଟେଲରେ ଅର୍ଥ ହେରଫେର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ସେଲ୍ ପକ୍ଷରୁ ୨୬ ଅଗଷ୍ଟରେ ମାମଲା ହୋଇଥିଲା। ମାମଲା ରୁଜୁ ପରେ ୨ ଜଣ ଫେରାର ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.