ବେଟିଂ ଓ ଗେମିଂ ଆପରେ ଲଗାଇଥିଲେ ସରକାରୀ ଟଙ୍କା, ପଦବୀର ଅପବ୍ୟବହାର କରି ଗିରଫ ହେଲେ ପିଇଓ
୪୩ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ପିଇଓ ଗିରଫ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ରାଧାଦେଈପୁର ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଟଙ୍କା ହଡପ କରି କ୍ରିକେଟ ବେଟିଂ ଓ ଗେମିଂ ଆପରେ ଲଗାଇଥିଲେ । ଅର୍ଥ ଆତ୍ମସାତ ଅଭିଯୋଗ ପରେ ଗତ ୧୩ ତାରିଖରେ ତାଙ୍କର ହୋଇଥିଲା…