ଭିଜିଲାନ୍ସ ଜାଲରେ ସମ୍ବଲପୁର ଚିଫ୍‌ ଇଞ୍ଜିନିୟର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌

ସମ୍ବଲପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ସମ୍ବଲପୁର ଚିଫ୍‌ ଇଞ୍ଜିନିୟର ତଥା ଚିଫ୍‌ ଇଲେକ୍ଟ୍ରିକାଲ ଇନସପେକ୍ଟର ସୁନୀଲ ପଣ୍ଡା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ । ସମ୍ବଲପୁର, ଖୋର୍ଦ୍ଧା ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ରେଡ କରିଛି ।

ସମ୍ବଲପୁର ଗ୍ରୀନ ପାର୍କରେ ଥିବା ତାଙ୍କ ବାସଭବନରେ ଭିଜିଲାନ୍ସ ଟିମ୍‌ ରେଡ କରିଛି । ଭୁବନେଶ୍ୱର ଖଣ୍ଡଗିରିରେ ଥିବା କସମୋପଲିସ ଘରେ ମଧ୍ୟ ରେଡ୍‌ ହୋଇଛି । ଏହାସହ ସୁନୀଲ ପଣ୍ଡାଙ୍କ କାର୍ଯ୍ୟାଳୟରେ ରେଡ୍‌ କରିଛି ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.