ଥାନା ASIଙ୍କୁ ବାନ୍ଧିଲା ଭିଜିଲାନ୍ସ, ୮ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଥାନା ASIଙ୍କୁ ବାନ୍ଧିଲା ଭିଜିଲାନ୍ସ । ସାଲେପୁର ଭଦ୍ରେଶ୍ୱର ଥାନା ASI ଆଲୋଙ୍କ ଷଡ଼ଙ୍ଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ସାଲେପୁର (କେନ୍ୟୁଜ): ଥାନା ASIଙ୍କୁ ବାନ୍ଧିଲା ଭିଜିଲାନ୍ସ । ସାଲେପୁର ଭଦ୍ରେଶ୍ୱର ଥାନା ASI ଆଲୋଙ୍କ ଷଡ଼ଙ୍ଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାସନ୍ସ ହାତରେ ଧରାପଡ଼ିଥିଲେଷ ନାହଙ୍ଗ ଅଞ୍ଚଳର ଜଗବନ୍ଧୁ ରାଉତ ନାମକ ଜଣେ ଲୋକଙ୍କ ଠାରୁ କେଶ କୋହଳ ଦଫା ଲଗେଇବା ପାଇଁ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରାପଡ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.