Below header

ପଦ୍ମପୁର ରାଜବୋଡ଼ାସମ୍ବର ହାଇସ୍କୁଲର NCC ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍

ବରଗଡ଼ (କେନ୍ୟୁଜ୍) : ପଦ୍ମପୁର ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ଏନ୍.ସି.ସି ଶିକ୍ଷକ ମୋହନ ବନଛୋରଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଛି। ଶିକ୍ଷକଙ୍କ ପଦ୍ମପୁର ସ୍ଥିତ ବାସଭବନ,ପଦ୍ମପୁର ଉପଖଣ୍ଡ ବାରିକେଲ ଗାଁ ସ୍ଥିତ ପୈତୃକ ବାସଭବନ ଏବଂ ବିଦ୍ୟାଳୟ କାର‌୍ୟ୍ୟାଳୟରେ ବରଗଡ଼ ଭିଜିଲାନ୍ସ ତରଫରୁ ଚଢାଉ ହୋଇଛି। ଡି.ଏସ୍.ପି ବିରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଚଢାଉ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.