ହାତୀ ପାଇଁ ହଟ୍ଟହଟ୍ଟା ବନବିଭାଗ: ୭ଜଣ କର୍ମଚାରୀଙ୍କୁ ତାଲା ପକାଇ ରଖିଲେ ଗ୍ରାମବାସୀ, କ୍ଷତିପୂରଣ ଦାବି

ଆଠଗଡ଼: ହାତୀ ପାଇଁ ବନବିଭାଗ କର୍ମଚାରୀ ହଟ୍ଟହଟ୍ଟା। ୭ଜଣ କର୍ମଚାରୀଙ୍କୁ ଘରେ ତାଲା ପକାଇ ରଖିଲେ ଗ୍ରାମବାସୀ। ପ୍ରାୟ ୩ଘଣ୍ଟା ଧରି ଘର ଭିତରେ ବନ୍ଦ ହୋଇ ରହିଛନ୍ତି । ଆଠଗଡ଼ ଗଉଡଝର ତଳଗଡ଼ି ଗାଁରେ ଘଟିଛି ଏଭଳି ଘଟଣା। ଗାଁରେ କିଛି ଦିନ ଧରି ମାତିଛି ଦନ୍ତା ହାତୀ ।

forestଆକ୍ରମଣରେ ୬ଟି ମଇଁଷି ଗୁରୁତର ଆହତ ହୋଇଛନ୍ତି। ବନବିଭାଗ କର୍ମଚାରୀ ହାତୀକୁ ଘଉଡାଇବାକୁ ଯାଇଥିବାବେଳେ ଲୋକମାନଙ୍କ ଆକ୍ରୋଶର ଶୀକାର ହୋଇଥିଲେ। କ୍ଷତିପୂରଣ ଦାବିରେ ତାତିଥିଲେ ଗାଁଲୋକେ। ଏହାପରେ କର୍ମଚାରୀ ମାନଙ୍କୁ ତାଲା ପକାଇ ଅଟକ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.