ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ । ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିଲା ଭିସ୍ତାରା ବିମାନ । ୧୩୫ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଯାଉଥିଲା ବିମାନ । ଫୁଏଲ୍ ଲିକେଜ୍ କାରଣରୁ ଉଡ଼ାଣର ଏକ ଘଣ୍ଟା ପରେ ଭୁବନେଶ୍ୱର ଫେରିଆସିଥିବା ସୂଚନା ମିଳିଛି ।