ତୁର୍କୀ ବିମାନ ଇଂଜିନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ : କୋଲକତାରେ କଲା ଜରୁରୀ ଅବତରଣ
କୋଲକତା : କୋଲକତା ଏୟାରପୋର୍ଟରେ ତୁର୍କୀ ବିମାନର ଜରୁରୀ ଅବତରଣ । ଇଂଜିନରେ ନିଆଁ ଦେଖିବା ପରେ ବିମାନଟି ଜରୁରୀ ଅବତରଣ କରିଥିଲା । କାଠମାଣ୍ଡୁରୁ ଇସ୍ତାନବୁଲ ଯାଉଥିବା ତୁର୍କୀ ଏୟାରଲାଇନ୍ସର ବିମାନ ୭୨୭ କୋଲକତା ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ବିମାନର ପାଇଲଟ କୋଲକତା ଏଟିସିକୁ…