Below header

ବଢିଚାଲିଛି ଦର ହେଲେ ଠକାମିରେ ହେଳା ନାହିଁ: ଗ୍ୟାସ୍‌ ଭିତରୁ ବାହାରୁଛି ପାଣି, ତଦନ୍ତ ଦାବି

ମାହାଙ୍ଗା(କେନ୍ୟୁଜ): ଗ୍ୟାସ୍‌ ଭିତରୁ ବାହାରୁଛି ପାଣି। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଳୀଯୋଡା ଅଞ୍ଚଳର ଘଟଣା। ଦୁଇ ଜଣ ସାଙ୍ଗ ଜେନ୍‌ କଲେଜ ନିକଟରେ ଏକ ଭଡା ଘରେ ରହୁଥିଲେ। ରୋଷେଇ କରିବାକୁ ଯିବା ସମୟରେ ଗ୍ୟାସ୍ ଲଗାଇଥିଲେ।

କିନ୍ତୁ ଗ୍ୟାସ୍‌ ଜଳିନଥିଲା। ସନ୍ଦେହ ହେବାରୁ ସେମାନେ ଗ୍ୟାସକୁ ତଳ ମୁହାଁ କରି ଢାଳିବାରୁ ପାଣି ବାହାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରତି ଯୋଗାଣ ବିଭାଗ ତଦନ୍ତ କରିବାକୁ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.