ଆଖଣ୍ଡଳମଣୀଙ୍କ ଗର୍ଭ ଗୃହରେ ପଶିଲା ପାଣି, ସମୁଦ୍ର ଜୁଆରିଆ ଥିବାରୁ ହୋଇପାରୁନାହିଁ ନିଷ୍କାସନ

ଚାନ୍ଦବାଲି: ଆଖଣ୍ଡଳମଣୀଙ୍କ ଗର୍ଭ ଗୃହରେ ପଶିଲା ପାଣି। ଲଗାଣ ବର୍ଷାରେ ବୈତରଣୀ ନଦୀ ଫୁଲି ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠରେ ଥିବା ଶିବଗଙ୍ଗା ପୁଷ୍କରଣୀରେ ପାଣି ପଶିଛି।

ବାବା ଆଖଣ୍ଡଳମଣୀଙ୍କ ବିଗ୍ରହ ଚାରିପଟେ ପାଣି ଜମି ରହିଛି। ସମୁଦ୍ର ଜୁଆରିଆ ଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ। ପାଣି ଭିତରେ ବାବାଙ୍କ ପୂଜାର୍ଚ୍ଚନା ଚାଲୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.