ଉଚ୍ଛୁଳୁଛି ହୀରାକୁଦ : ଚଳିତ ବର୍ଷ ପ୍ରଥମ ଥର ସବୋର୍ଚ୍ଚ ସୀମା ଛୁଇଁଲା ଜଳସ୍ତର

ଉବୁଟୁବୁ ହୀରାକୁଦ । ହୀରାକୁଦରେ ମ୍ୟାଜିକ ନମ୍ବର ଛୁଇଁଲା ଜଳସ୍ତର । ଚଳିତ ବର୍ଷ ପ୍ରଥମ କରି ହୀରାକୁଦ ଜଳସ୍ତର ସର୍ବୋଚ୍ଚ ସୀମା ଛୁଇଁଛି । ଆଜି ଅପରାହ୍ନରେ ଜଳସ୍ତର ମ୍ୟାଜିକ ନମ୍ବର ୬୩୦ ଫୁଟ ଛୁଇଁଛି।

ସମ୍ବଲପୁର (କେନ୍ୟୁଜ): ଉବୁଟୁବୁ ହୀରାକୁଦ । ହୀରାକୁଦରେ ମ୍ୟାଜିକ ନମ୍ବର ଛୁଇଁଲା ଜଳସ୍ତର । ଚଳିତ ବର୍ଷ ପ୍ରଥମ କରି ହୀରାକୁଦ ଜଳସ୍ତର ସର୍ବୋଚ୍ଚ ସୀମା ଛୁଇଁଛି । ଆଜି ଅପରାହ୍ନରେ ଜଳସ୍ତର ମ୍ୟାଜିକ ନମ୍ବର ୬୩୦ ଫୁଟ ଛୁଇଁଛି।

ରୁଲ୍ କର୍ଭ ଅନୁସାରେ ସେପ୍‌ଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ତାରିଖରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଏହାର ଶୀର୍ଷ ସ୍ତରରେ ରଖାଯାଇଥାଏ। ଚଳିତ ବର୍ଷ ଏହା ଆଗରୁ ଏହି ସ୍ତରରେ ପହଂଚି ଯାଇଥାନ୍ତା। ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ କିଛିଦିନ ତଳେ ୨୪ଟି ସ୍ଲୁଇସ୍‌ ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.