Browsing Tag

hirakud water level

ବର୍ଷା ଯୋଗୁ ବଢୁଛି ହୀରାକୁଦ ଜଳସ୍ତର, ଡ଼ାକବାଜି ଯନ୍ତ୍ରରେ ଲୋକଙ୍କୁ କରାଯାଉଛି ସଚେତନ

ହୀରାକୁଦ : ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ହୀରାକୁଦ ଜଳସ୍ତର ।  ଆସନ୍ତା ୨୮ ତାରିଖ ସକାଳ ୯ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଏଥିପାଇଁ ହୀରାକୁଦ ଜଳଭଣ୍ଡାର କତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି କରିଛନ୍ତି । ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ପରେ ଜଳଭଣ୍ଡାର…

ଉପର ମୁଣ୍ଡରେ ପ୍ରବଳ ବର୍ଷା: ବଢୁଛି ହୀରାକୁଦ ଜଳସ୍ତର, ୨୮ରେ ଖୋଲିବ ଗେଟ୍

ହୀରାକୁଦ: ବଢୁଛି ହୀରାକୁଦ ଜଳସ୍ତର ।  ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ଜଳସ୍ତର । ଆସନ୍ତା ୨୮ରେ ଖୋଲିବ ହୀରାକୁଦ ଗେଟ୍ ।  ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ।  ଉପରମୁଣ୍ଡରେ ବର୍ଷାଯୋଗୁଁ ଜଳଭଣ୍ଡାର ଜଳସ୍ତର ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା…

ଉଚ୍ଛୁଳୁଛି ହୀରାକୁଦ : ଚଳିତ ବର୍ଷ ପ୍ରଥମ ଥର ସବୋର୍ଚ୍ଚ ସୀମା ଛୁଇଁଲା ଜଳସ୍ତର

ସମ୍ବଲପୁର (କେନ୍ୟୁଜ): ଉବୁଟୁବୁ ହୀରାକୁଦ । ହୀରାକୁଦରେ ମ୍ୟାଜିକ ନମ୍ବର ଛୁଇଁଲା ଜଳସ୍ତର । ଚଳିତ ବର୍ଷ ପ୍ରଥମ କରି ହୀରାକୁଦ ଜଳସ୍ତର ସର୍ବୋଚ୍ଚ ସୀମା ଛୁଇଁଛି । ଆଜି ଅପରାହ୍ନରେ ଜଳସ୍ତର ମ୍ୟାଜିକ ନମ୍ବର ୬୩୦ ଫୁଟ ଛୁଇଁଛି। ରୁଲ୍ କର୍ଭ ଅନୁସାରେ ସେପ୍‌ଟେମ୍ବର ୩୦ କିମ୍ବା ଅକ୍ଟୋବର…

ବଢ଼ୁଛି ହୀରାକୁଦର ଜଳସ୍ତର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତଳମୁଣ୍ଡକୁ ମାଡି ଆସୁଛି ପାଣି

ସମ୍ବଲପୁର (କେନ୍ୟୁଜ): ଛତିଶଗଡ଼ କଲମା ବ୍ୟାରେଜର ୬୬ ଗେଟ୍ ଖୋଲିବା ପରେ ହୀରାକୁଦକୁ ଜଳ ପ୍ରବାହ ବଢ଼ିଛି । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ତଳମୁଣ୍ଡକୁ ମାଡି ଆସୁଛି ପାଣି । ଆଉ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ବର୍ତ୍ତମାନ ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର…

୧୦ ବର୍ଷର ରେକର୍ଡ ଭାଙ୍ଗିଲା ହୀରାକୁଦ ଜଳସ୍ତର, ପହଞ୍ଚିଲା ସର୍ବୋଚ୍ଚସ୍ତରରେ

ସମ୍ବଲପୁର(କେନ୍ଯୁଜ୍): ୧୦ ବର୍ଷର ରେକର୍ଡ ଭାଙ୍ଗିଲା ହୀରାକୁଦ ଜଳସ୍ତର। ୧୦ ବର୍ଷ ପରେ ସର୍ବୋଚ୍ଚସ୍ତରରେ ପହଞ୍ଚିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୯.୫୨ ଫୁଟ୍‌ ରହିଛି। ଏବେ ମୋଟ ୮ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଆଗକୁ ଜଳଭଣ୍ଡାର…

ଲଘୁଚାପ ଦେଖାଉଛି ବନ୍ୟା ଡର: ବିପଦ ସଙ୍କେତ ନିକଟତର ହେଉଛି ହୀରାକୁଦ

ସମ୍ବଲପୁର(କେନ୍ଯୁଜ୍): ଲଘୁଚାପ ଦେଖାଉଛି ବନ୍ୟା ଡର। ସେପ୍‌ଟେମ୍ବରରେ ଗୋଟିଏ ଲଘୁଚାପ ଓ ଲଗାଣ ବର୍ଷା ନଯାଉଣୁ ପୁଣି ୨୫ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୬ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ…

ଖୋଲିଲା ହୀରାକୁଦ ଡ୍ୟାମ ଗେଟ୍, ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆଜି ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍। ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ। ଦିନ ୧୦ଟା ପରେ ପୂଜାର୍ଚ୍ଚନା ପରେ ଡ୍ୟାମର ୭ନଂ ଗେଟକୁ ଖୋଲାଯାଇ ଜଳ ନିଷ୍କାସନ କରାଯାଇଛି । ଏହା ପୂର୍ବରୁ ଡ୍ୟାମ କର୍ତ୍ତୃପକ୍ଷ ମାଇକ ଯୋଗେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରିଦିଆଯାଇଥିଲା। ତେବେ…

ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର, ଆଜି ମୋଟ ୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ପାଣି

କେନ୍ୟୁଜ୍ : ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଆଜି ମୋଟ ୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଗତକାଲି ୩ଟି ଗେଟ୍ ଓ ଆଜି ଆଉ ୫ଟି ଗେଟ୍ ଖୋଲାଯାଇଛି । ଏବେ ହୀରାକୁଦର ଜଳସ୍ତର ରହିଛି ୬୨୦.୨୭ ଫୁଟ । ପ୍ରତି ସେକେଣ୍ଡକୁ ଜଳଭଣ୍ଡାରକୁ ୧ଲକ୍ଷ ୩ହଜାର…