Below header

ଗ୍ଲୋବାଲ ଟେଣ୍ଡରରେ ରାଜ୍ୟ ଅର୍ଡର କରିଥିବା ଟିକାଗୁଡିକ କଣ ହେବ? କଣ ପଦକ୍ଷେପ ନେବେ ରାଜ୍ୟ ସରକାର?

କେନ୍ୟୁଜ୍(ବ୍ୟୁରୋ):  ମେ ୧ ତାରିଖରୁ ୧୮-୪୪ ବର୍ଷ ବୟସ ବର୍ଗଙ୍କ ଟିକାକରଣ ହେଉଛି । ରାଜ୍ୟଗୁଡିକ ନିଜେ ଟିକା କିଣି ଟିକାକରଣ କାମ କରୁଛନ୍ତି। ୧୦ ଲକ୍ଷ କୋଭାକ୍‌ସିନ ଡୋଜ୍‌ ଏବଂ ୨ କୋଟିରୁ ଅଧିକ କୋଭିସିଲ୍‌ଡ ଡୋଜ୍‌ ପାଇଁ ରାଜ୍ୟ ସରକାର ପର୍ଚେଜ୍‌ ଅର୍ଡର କରି ସାରିଛନ୍ତି ।

କେବଳ ଏତିକ ନୁହଁ ଦେଶରେ ଟିକାର ଅଭାବ ହେବାରୁ ରାଜ୍ୟ ସରକାର ୩ କୋଟି ୮୦ ଲକ୍ଷ ଡୋଜ୍‌ ପାଇଁ ଗ୍ଲୋବାଲ ଟେଣ୍ଡର ଡାକିଛନ୍ତି । ଏବେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ରାଜ୍ୟଗୁଡିକ ମାଗାଣ ଟିକା ଦେବେ। ବର୍ତ୍ତମାନ ରାଜ୍ୟ ଅର୍ଡର କରିଥିବା ଟିକାଗୁଡିକର କଣ ହେବ। ଗ୍ଲୋବାଲ ଟେଣ୍ଡର ନେଇ ଆଗକୁ କଣ ପଦକ୍ଷେପ ନେବେ ରାଜ୍ୟ ସରକାର, ଏ ପ୍ରଶ୍ନ ଉଠୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.