Below header
Browsing Tag

global tender

ଆଜି ସରୁଛି ଓଡ଼ିଶା ଡାକିଥିବା ଗ୍ଲୋବାଲ ଟେଣ୍ଡର ସମୟ ସୀମା

ଭୁବନେଶ୍ୱର (କେନ୍ୟୁଜ) : ବିଦେଶରୁ ଟିକା ସଂଗ୍ରହ ପାଇଁ ଓଡ଼ିଶା ଡାକିଥିବା ଗ୍ଲୋବାଲ ଟେଣ୍ଡର ସମୟ ସୀମା ଆଜି ସରୁଛି। ଆଜି ଟେଣ୍ଡର ଖୋଲିବ ନା ସମୟ ସୀମା ପୁଣି ବୃଦ୍ଧି ହେବ। ଯଦି ଟେଣ୍ଡର ଖୋଲେ, ବିଲଡ୍‌ରଙ୍କ ନାଁ ଜଣାପଡିବ । ତା ପୂର୍ବରୁ ଡିଏମ୍‌ଇଟି ସ୍ପଷ୍ଟ କରିଛନ୍ତି, ଟେଣ୍ଡର ଜରିଆରେ…

କରୋନା ଟିକା ଆମଦାନୀ ପାଇଁ ରାଜ୍ୟ ଔଷଧ ନିଗମ ଜାରି କଲା ଗ୍ଲୋବାଲ ଟେଣ୍ଡର

ଭୁବନେଶ୍ବର: କରୋନା ଟିକା ଆମଦାନୀ ପାଇଁ ଜାରି ହେଲା ଗ୍ଲୋବାଲ ଟେଣ୍ଡର । ଗ୍ଲୋବାଲ ଟେଣ୍ଡର ଜାରି କଲା ରାଜ୍ୟ ଔଷଧ ନିଗମ । ଟିକା ପ୍ରସ୍ତୁତକାରୀ ଓ DCGI ଅନୁମୋଦିତ କମ୍ପାନୀ କରିବେ ଆବେଦନ । ୩ କୋଟି ୮୦ ଲକ୍ଷ ଡୋଜ୍‌ ପାଇଁ ବାହାରିଛି ଟେଣ୍ଡର। ମେ’ ୨୮ ତାରିଖ ସୁଦ୍ଧା ଅନ୍‌ଲାଇନରେ ଆବେଦନ…