ଧଳା ଜହର ରାକେଟର ପର୍ଦ୍ଦାଫାଶ, ୧୦୫ ଗ୍ରାମ ବ୍ରାଉନ ସୁଗାର ଜବତ

କେନ୍ୟୁଜ : ଧଳା ଜହର ରାକେଟର ପର୍ଦ୍ଦାଫାଶ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବାଇପାସ ଛକି ନିକଟରୁ ୧୦୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି କଟକ ଅବକାରୀ ଗୁଇନ୍ଦା ବିଭାଗ । ଏହି ଘଟଣାରେ ୧୨ ହଜାର ଟଙ୍କା, ଗୋଟିଏ ପିସ୍ତଲ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନ ସୁଗାରର ମୁଲ୍ୟ ୧୦ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.