Below header

ନବରଙ୍ଗପୁର ରାଇଘର ବେହେଡା ଜଙ୍ଗଲ ନିକଟ ରାସ୍ତାରେ ବୁଲୁଛି ଭାଲୁ, ଭାଇରାଲ ହେଉଛି ଭିଡିଓ

ଉମରକୋଟ: ରାସ୍ତାରେ ବୁଲୁଛି ଭାଲୁ । ନବରଙ୍ଗପୁର ଜିଲ୍ଲା ରାଇଘର ବେହେଡା ଜଙ୍ଗଲ ନିକଟରେ ଭାଲୁ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାରେ ଭାଲୁ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଉମରକୋଟରୁ ରାଇଘର ଯାଉଥିବା ଏକ ଯାତ୍ରୀ ଭାଲୁ ବୁଲୁଥିବାର ଭିଡିଓ ସୁଟ୍‌ କରି ଭାଇରାଲ କରିଛନ୍ତି । ଜଙ୍ଗଲରେ ନିଆଁ ଲାଗୁଥିବାରୁ ଭାଲୁ ଖାଦ୍ୟ ଅନ୍ବେଷଣରେ ଆସୁଥିବା କୁହାଯାଇଛି। ଭାଲୁକୁ କାବୁ କରିବାକୁ ବନବିଭାଗକୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.