ଦୀର୍ଘ ୫ ଘଣ୍ଟା ପରେ ଯନ୍ତାରେ ଫସିଲା ଭାଲୁ, ଖାଦ୍ୟ ଅନ୍ୱେଷଣରେ ଆସି ଗାଁରେ କରୁଥିଲା ଉପଦ୍ରବ
ନବରଙ୍ଗପୁର (କେନ୍ୟୁଜ): ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ଯନ୍ତାରେ ଫସିଲା ବଣ ଭାଲୁ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ଅଧିନ ବରଗାଁରେ ଦୀର୍ଘଦିନ ଧରି ଏକ ଜଙ୍ଗଲୀ ଭାଲୁ ଖାଦ୍ୟ ଅନ୍ୱେଷଣରେ ଆସି ଉପଦ୍ରବ କରିବା ସହ ଘର ଭିତରେ ପଶି ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହ ନଷ୍ଟ କରୁଥିଲା।…