ଜଗତସିଂହପୁର : ମେଡିକାଲରେ ଦେଶୀ ଓ ବିଦେଶୀ ମଦ

ଜଗତସିଂହପୁର (କେନ୍ୟୁଜ୍) : ମେଡିକାଲରେ ମଦ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଷଦରେ ଥିବା ସିକ୍ୟୁରିଟୀ ରୁମରୁ ଏକ କାଟୁନ୍ ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି। ମେଡିକାଲରେ ଯେଉଁଠି ରୋଗୀଙ୍କୀର ଔେଷଧ ରହିବା କଥା ସେଇଠି ରହିଛି ଦେଶୀ ଏବଂ ବିଦେଶୀ ମଦ। ତେବେ ଲୋକମାନଙ୍କ ଅଭିଯୋଗ କ୍ରମେ ଜଗତସିଂହପୁର ପୋଲିସ ଘରକୁ ଖୋଲି ମଦ ଜବତ କରିଥିଲା। ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.