Below header

ଦୋକାନ ଘର ଉଚ୍ଛେଦ ବେଳେ ପୋଲିସ-ପ୍ରଶାସନଙ୍କ ଉପସ୍ଥିତିରେ ବିଷ ପିଇଲେ ମହିଳା

ଦୋକାନ ଘର ଉଚ୍ଛେଦ ହେବାରୁ ବିଷ ପିଇଦେଲେ ମହିଳା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ କୋଚିଆଖାଲ ଗାଁରେ ଅଘଟଣ ଘଟିଛି। ଗାଁର କୃଷ୍ଣଚନ୍ଦ୍ର ପାଟଶାଣୀଙ୍କ ସ୍ତ୍ର ସରକାରୀ ଜାଗାରେ ଏକ ଦୋକାନ ଘର କରିଥିଲେ । ଆଜି ବେଗୁନିଆ ତହସିଲଦାର ଉଚ୍ଛେଦ କରିବାକୁ ଯାଇଥିଲା । ଏହାକୁ ବିରୋଧ କରିଥିଲେ କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ଓ ପୁଅ । ପରେ ମହିଳା ଜଣକ ବିଷ ପିଦେଇଥିଲେ।

ଖୋର୍ଦ୍ଧା(କେନ୍ୟୁଜ୍‌) : ଦୋକାନ ଘର ଉଚ୍ଛେଦ ହେବାରୁ ବିଷ ପିଇଦେଲେ ମହିଳା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ କୋଚିଆଖାଲ ଗାଁରେ ଅଘଟଣ ଘଟିଛି। ଗାଁର କୃଷ୍ଣଚନ୍ଦ୍ର ପାଟଶାଣୀଙ୍କ ସ୍ତ୍ର ସରକାରୀ ଜାଗାରେ ଏକ ଦୋକାନ ଘର କରିଥିଲେ । ଆଜି ବେଗୁନିଆ ତହସିଲଦାର ଉଚ୍ଛେଦ କରିବାକୁ ଯାଇଥିଲା । ଏହାକୁ ବିରୋଧ କରିଥିଲେ କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ଓ ପୁଅ । ପରେ ମହିଳା ଜଣକ ବିଷ ପିଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମସ୍ଚ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.