ମହଙ୍ଗା ପଡ଼ିଲା କମେଣ୍ଟ ମାରିବା, ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଯୁବତୀ

ଭଦ୍ରକ (କେନ୍ୟୁଜ୍) : ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ କମେଣ୍ଟ ମାରିବା । ଯୁବକଙ୍କୁ ଗଛରେ ବାନ୍ଧି ଜୋତାରେ ପିଟିଲେ ଯୁବତୀଙ୍କ ସଂପର୍କୀୟ । ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଲାଙ୍ଗୁଡି ଅଞ୍ଚଳରେ । ଗତକାଲି ଜଣେ ଛାତ୍ରୀ ସାଙ୍ଗମାନଙ୍କ ସହ ଟ୍ୟୁସନ୍ ଯିବାବେଳେ ଯୁବକ ଜଣଙ୍କ ତାଙ୍କୁ କମେଣ୍ଟ କରିଥିଲେ । ଏ ସଂପର୍କରେ ସେ ତାଙ୍କ ଘର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ । ଘର ଲୋକ ପହଞ୍ଚି ସଂପୃକ୍ତ ଯୁବକଙ୍କୁ କାବୁ କରିବା ସହ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ପରେ ତାଙ୍କୁ ପୋଲିସ ଜିମା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.