ଭୁବନେଶ୍ବର: ମଣିଷ ପଣିଆ ମାରିଦେଲେ ନୃଶଂସ ମହିଳା, ବିଭତ୍ସ ଭାବେ କୁକୁରକୁ ଜୀଅନ୍ତା ଜାଳି ଦେଲେ 

ଭୁବନେଶ୍ବର(କେନ୍ୟୁଜ୍):ନୃଶଂସ, ଅମାନୁଷିକ ଓ ଅମାନବୀୟ ଘଟଣା।କୁକୁରକୁ ଜୀଅନ୍ତା ଜାଳି ଦେଲେ ମହିଳା । ଘଟଣା ଘଟିଛି ରାଜଧାନୀର ଲକ୍ଷ୍ମୀସାଗର ଥାନା ଷ୍ଟେସନ ବଜାର ପେଟ୍ରୋଲ ପମ୍ପ ନିକଟରେ । ଅର୍ଚ୍ଚନା ମିଶ୍ର ନାମକ ଜଣେ ମହିଳା କୁକୁରକୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏପରିକି କୁକୁରଙ୍କ ଅଙ୍ଗ ପ୍ରତଙ୍ଗ କାଟି ନେଉଥିବା ନେଇ ମହିଳାଙ୍କ ନାଁରେ ପୂର୍ବରୁ ଅଭିଯୋଗ ହୋଇଥିଲା ।

dog killer

ଆଜି ଗୋଟିଏ ବୁଲା କୁକୁରକୁ ଜୀଅନ୍ତା ଜାଳି ଦେଇଥିବା କଥା ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ପ୍ରତ୍ୟେକ୍ଷଦର୍ଶୀ । ରାଜଧାନୀରେ କୁକୁର ଛୁଆଙ୍କୁ ଗୁଳିମାଡ଼ ଘଟଣାର ଦୁଇ ଦିନ ନବିତୁଣୁ ପୁଣି ଏଭଳି ବିଭତ୍ସ ଘଟଣା ସାମ୍ନାକୁ ଆସିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.