ପୁରୀ ଗଣଦୁଷ୍କର୍ମ ଘଟଣା, କୁମ୍ଭାରପଡା ଥାନାକୁ ଯାଇ ମାମଲାର ଛାନଭିନ୍‌ କଲେ ମହିଳା କମିଶନ ଅଧ୍ୟକ୍ଷା

ପୁରୀ(କେନ୍ୟୁଜ୍): ପୁରୀ ଗଣଦୁଷ୍କର୍ମ ଘଟଣାର ଅନୁଧ୍ୟାନ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ପ୍ରଥମେ କୁମ୍ଭାରପଡା ଥାନାକୁ ଯାଇ ମାମଲାର ଛାନଭିନ୍‌ କରିବା ସହ ସିଟି ଡିଏସ୍‌ପି ଏବଂ ତଦନ୍ତକକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ବାଳସୁଧାର ଗୃହକୁ ଯାଇ ପୀଡିତାଙ୍କୁ ଭେଟିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.