ଝାରସୁଗୁଡା: ହାତୀ ଘଉଡାଇବା ପାଇଁ ବିଛା ଯାଇଥିବା ବଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ଝାରସୁଗୁଡ଼ା: ରେଙ୍ଗାଲି ଥାନା ଅନ୍ତର୍ଗତ ପଲସଦା ପଞ୍ଚାୟତ ଝାରୁପଡ଼ା ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଘଉଡାଇବା ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର  ମୃତ୍ୟୁ ହୋଇଛି । ମୃତ ମହିଳାଙ୍କୁ ରେଙ୍ଗାଲି ପୋଲିସ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଝାରସୁଗୁଡା ହସ୍ପିଟାଲକୁ ପଠାଇଦେଇଛି। ଘଟଣା ସମ୍ପର୍କର ଅଧିକ ତଦନ୍ତ ଜାରି ରଖିଛି ରେଙ୍ଗାଲି ପୋଲିସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.