ଚାଲିଗଲା ମହିଳାଙ୍କ ଜୀବନ, ତଦନ୍ତ କରୁଛି ପୋଲିସ୍
ମରଶରୀର ପାଖରେ ଜଗି ବସିଛନ୍ତି ଘର ଲୋକେ । ନିରୁପାୟ ହୋଇ ଥାନାର ଦ୍ବାରସ୍ତ ହୋଇଛନ୍ତି । ତାଙ୍କ ଝିଅର ଜୀବନ ଯାଇଛି । କେମିତି ବା ଚୁପ ବସିବେ । ଆଉ ଶାଶୁଘର ଲୋକଙ୍କ ନାଁରେ ଝିଅ ଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପ୍ରତି ଘରେ କଳି ଝଗଡ଼ା ହୁଏ କିନ୍ତୁ ଏହି ଝଗଡ଼ାରେ କେତେ ଲୋକଙ୍କ ଅମୂଲ୍ୟ…