ପୁରୀ: ମହାପ୍ରଭୁଙ୍କ ଆସନ୍ତା ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ରଥକାଠ ସଂଗ୍ରହ ପ୍ରକ୍ରିୟା, ବିମଳାଙ୍କ ପକ୍ଷରୁ ଆଜ୍ଞାମାଳ ଆସି ନୟାଗଡ଼ରେ ପହଞ୍ଚିଛି

ପୁରୀ(କେନ୍ୟୁଜ୍): ପୁରୀରେ ମହାପ୍ରଭୁଙ୍କ ଆସନ୍ତା ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ରଥକାଠ ସଂଗ୍ରହ ପ୍ରକ୍ରିୟା। ଏଥିପାଇଁ ବିମଳାଙ୍କ ପକ୍ଷରୁ ଆଜ୍ଞାମାଳ ଆସି ନୟାଗଡ଼ରେ ପହଞ୍ଚିଛି। ଆଜି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ମାଆ ବଡ ରାଉଳିଙ୍କ ପାଖରେ ପୂଜାର୍ଚ୍ଚନା ହେବ। ପରମ୍ପରା ଅନୁଯାୟୀ ରଥକାଠ ପୂଜା ପରେ ରଥକାଠ ସଂଗ୍ରହ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.