Below header

ନିର୍ମାଣଧୀନ କୋଠାରୁ ପଡ଼ି ୨ ଶ୍ରମିକ ଗୁରୁତର

ନିର୍ମାଣଧୀନ କୋଠାରୁ ପଡ଼ି ଦୁଇ ଶ୍ରମିକ ଗୁରୁତର ।କୋଠାର ତୃତୀୟ ମହଲା କାମ ଚାଲୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ଗଳି ପଡ଼ିଥିଲେ ଦୁଇ ଶ୍ରମିକ । ଦୁଇ ଆହତ ଶ୍ରମିକଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ଭୁବନେଶ୍ୱର(କେନ୍ୟୁଜ୍‌): ନିର୍ମାଣଧୀନ କୋଠାରୁ ପଡ଼ି ଦୁଇ ଶ୍ରମିକ ଗୁରୁତର ।କୋଠାର ତୃତୀୟ ମହଲା କାମ ଚାଲୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ଗଳି ପଡ଼ିଥିଲେ ଦୁଇ ଶ୍ରମିକ । ଦୁଇ ଆହତ ଶ୍ରମିକଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ନିର୍ମାଣଧୀନ କୋଠା ଜଣେ ପୂର୍ବତନ ମନ୍ତ୍ରୀଙ୍କର ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.