Below header

ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ, ସରକାରୀ ଓ ବେସରକାରୀ ସ୍ତରରେ ଆୟୋଜନ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ହେଉଛି ବିଶ୍ୱ ଭିନ୍ନକ୍ଷମ ଦିବସ । ସେମାନେ ସାଧାରଣ ଲୋକଙ୍କ ପରି ସବୁ କ୍ଷେତ୍ରରେ ସକ୍ଷମ । ସେହି ବାର୍ତ୍ତା ସମାଜରେ ପହଞ୍ଚାଇବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ବ୍ରହ୍ମପୁର ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ସମର୍ଥ ସଙ୍ଗଠନ ଦୀର୍ଘ ବର୍ଷ ଧରି ଏମାନଙ୍କ ପାଇଁ କାମ କରି ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.