କଟକ ସୁତାହାଟ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ: ଯୁବତୀ ଜୀବନ୍ତ ଦଗ୍ଧ

କଟକ(କେନ୍ୟୁଜ୍):  କଟକ ସୁତାହାଟ ଅଞ୍ଚଳରେ ଅଗ୍ନିକାଣ୍ଡ । ଏକ ଦୁଇ ମହଲା ଘରର ଉପର ମହଲାରେ ଭୟାବହ ଅଗ୍ନିକାଣ୍ଡ । ଜଣେ ଯୁବତୀ ମୃତ । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

fire misha

ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି। ନିକଟସ୍ଥ ଦମକଳ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ନିଆଁ ବ୍ୟାପି ଯାଇଥିଲା। ଯୁବତୀ ଜଣଙ୍କ ଘରେ ଏକୁଟିଆ ଥିଲେ। ବାପା ମା’ ବାହାରକୁ କୌଣସି କାମରେ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.