ଆଠଗଡ଼(କେନ୍ୟୁଜ୍): ମହାନଦୀକୁ ଡେଇଁଲେ ଯୁବକ। ଆଠଗଡ଼ ମୁଣ୍ଡଳୀ ବ୍ୟାରେଜରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ। ବ୍ୟାରେଜ ଉପରେ ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବକ। ଯୁବକଙ୍କ ପରିଚୟ ଜଣାପଡିନାହିଁ। ଉଦ୍ଧାର ପାଇଁ ଅଗ୍ନିଶମ ବିବାଗର ଉଦ୍ୟମ ଜାରି ରହିଛି।