Below header

ମିଟର ରିଡିଂ ନେବାକୁ ଯାଇଥିବା ବେଳେ ଯୁବକକୁ ହତ୍ୟା

ଗାଁ ଦାଣ୍ଡରେ ଯୁବକକୁ ନୃଶଂସ ହତ୍ୟା । ଗାଲେରୀ ଫାଣ୍ଡି ଅନ୍ତର୍ଗତ କୁପାଟୀ ଗାଁରେ ଘଟିଯାଇଛି ଏପରି ଅଭାବନୀୟ ଘଟଣା।

ଭଂଜନଗର : ଗାଁ ଦାଣ୍ଡରେ ଯୁବକକୁ ନୃଶଂସ ହତ୍ୟା । ଗାଲେରୀ ଫାଣ୍ଡି ଅନ୍ତର୍ଗତ କୁପାଟୀ ଗାଁରେ ଘଟିଯାଇଛି ଏପରି ଅଭାବନୀୟ ଘଟଣା। ମୃତକ ଜଣକ ମିଟର ରିଡିଂ କାମ କରୁଥିଲେ । ମିଟର ରିଡିଂ ନେବାକୁ ଯାଇଥିବା ବେଳେ, ଗାଁର ଜଣେ ବ୍ୟକ୍ତି ଉତ୍ୟକ୍ତ ହୋଇ ଧାରୁଆ ଅସ୍ତ୍ରରେ ହାଣିଥିବା ସୂଚନା । ଘଟଣା ସ୍ଥଳରେ ଗାଲେରୀ ଫାଣ୍ଡି ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.