Browsing Tag

+2 Admission

ବଢ଼ିଲା ଯୁକ୍ତ ଦୁଇ ଫର୍ମ ପୂରଣ ଅବଧି, ବାତ୍ୟା ‘ମୋନ୍ଥା’ର ପ୍ରଭାବକୁ ନଜର ରଖି ବୃଦ୍ଧି କଲେ ସରକାର

ଭୁବନେଶ୍ବର: ବଢ଼ିଲା ଯୁକ୍ତ ଦୁଇ ଫର୍ମ ପୂରଣ ଅବଧି । ନଭେମ୍ବର ୩ ତାରିଖ ଯାଏ ଫର୍ମ ପୂରଣ ଅବଧି ବୃଦ୍ଧି। ବାତ୍ୟା ‘ମୋନ୍ଥା’ର ପ୍ରଭାବକୁ ନଜର ରଖି ବୃଦ୍ଧି କଲେ ସରକାର। ଅବଧି ବୃଦ୍ଧି କରିବା ପାଇଁ ବିଭିନ୍ନ କଲେଜ ଓ ସ୍କୁଲରୁ ଅନୁରୋଧ ଆସିଥିଲା । କଲେଜ କର୍ତ୍ତୃପକ୍ଷଙ୍କ ଅନୁରୋଧ ପରେ CHSEର…

ଆଜିଠୁ ଯୁକ୍ତ ଦୁଇ ନାମଲେଖା, ଜୁନ୍ ୩୦ ଯାଏଁ ଚାଲିବ ଆବେଦନ

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଆବେଦନ ଆଜିଠୁ ଆରମ୍ଭ ହେବ । ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ମେ ୨୪ରୁ ଆରମ୍ଭ ହୋଇ ଜୁନ୍ ୩୦ ଯାଏଁ ଚାଲିବ । ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । www.samsodisha.gov.in ରେ କରିବେ ଆବେଦନ ।…

ଯୁକ୍ତ ଦୁଇ ପିଲାଙ୍କ ପାଇଁ ବଡ ଖବର, ୨୬ ପର୍ଯ୍ୟନ୍ତ ବଢ଼ିଲା ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର (କେନ୍ୟୁଜ): ଯୁକ୍ତ -୨ ନାମଲେଖା ନେଇ ବଡ ଖବର ଆସିଛି । ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରିବାର ଅବଧିକୁ ରାଜ୍ୟ ସରକାର ଜୁନ୍ ୨୬ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଆବେଦନର ଶେଷ ତାରିଖ ଜୁନ୍ ୨୦ ପର୍ଯ୍ୟନ୍ତ ରହିଥିଲା । ଅଭିଭାବକ,ଛାତ୍ରଛାତ୍ରୀ ଓ…

୨୯ରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଆସନ୍ତା ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ସାମସ୍‌ ପୋର୍ଟାଲରେ ଅନ୍‌ ଲାଇନ୍‌ରେ ଆବେଦନ । ଜୁନ୍‌ ୨୦ ଯାଏଁ ଚାଲିବ ଆବେଦନ । ଜୁନ୍‌ ୨୮ରେ ପ୍ରକାଶ ପାଇବ ପ୍ରଥମ କଟ ଅଫ ତାଲିକା । ଜୁନ ୨୯ରୁ ୫ ଜୁଲାଇ ପ୍ରଥମ ପର୍ଯ୍ୟାୟ ନାମଲେଖା । ଜୁଲାଇ ୨୯ରୁ ଯୁକ୍ତ ଦୁଇ…

ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସାମସ ଓଡିଶା ପୋର୍ଟାଲରେ ଅନଲାଇନ ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଏଥର ୨ହଜାର ୫୭ଟି କଲେଜରେ ରହିଛି ସାଢେ ୪ଲକ୍ଷ ସିଟ୍‌। ଚଳିତବର୍ଷ ମାଟ୍ରିକ…