Browsing Tag

2 dead

ଶିମଲାରେ ଭୟଙ୍କର ବସ୍ ଦୁର୍ଘଟଣା, ୨ ମୃତ ଓ ଅନେକ ଆହତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଶିମଲା ଜିଲ୍ଲାର ରାମପୁର ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ରାମପୁର ଖଡ଼ାହଣ କୋଟାଧାର ଖୋଲିଘାଟ ରାସ୍ତାରେ ଚାଲୁଥିବା ହିମାଚଳ ପଥ ପରିବହନ…

ସାପ କାମୁଡାରେ ଗଲା ୨ ଜୀବନ, ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଯୁବକ

ଅନୁଗୋଳ: ସାପ କାମୁଡ଼ାରେ ଦୁଇ ମୃତ। ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ପୃଥକ ପୃଥକ ସ୍ଥାନରେ ସାପ କାମୁଡାରେ ଦୁଇ ଜଣଙ୍କ ମୃତ୍ୟୁ । ପୋକତୁଙ୍ଗା ଷଣ୍ଢଛକ ସାହିରେ ସାପ କାମୁଡାରେ ଜଣେ ମହିଳା ମୃତ । ଶରଧାପୁର ପଞ୍ଚାୟତ ବେତର ଗାଁରେ ସାପ କାମୁଡାରେ ଜଣେ ଯୁବକ ମୃତ ହୋଇଛି। ଶବ ବ୍ୟବଚ୍ଛେଦ ପାଇଁ…

ସ୍କୁଟି ଓ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ

ଛତ୍ରପୁର: ସଡ଼କ ଦୁର୍ଘଟଣାରେ ୨ ମୃତ । ଗଞ୍ଜାମ ଥାନା ବିରିପୁର ଗାଁ ନିକଟରେ ସ୍କୁଟି ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣା ସ୍ଥଳରେ ହଂସପୁର ଗାଁର ରଘୁନାଥ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା । ହୁମ୍ବର ଗାଁର ଯୋଗେନ୍ଦ୍ର ଦାଶ ଗୁରୁତର ହୋଇ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି…

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ

ସୋରଡା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଦୁଇ ମୃତ । ସୋରଡା ଥାନା ପୋଡାଖାରୀ ଗାଁ ନିକଟରେ ସଡ଼କ ଦୁର୍ଘଟଣା ।  ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।  ଘଟଣାସ୍ଥଳରେ ଦୁଇ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡ଼ିରେ ଥିବା ଅନ୍ୟ ୩ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି ।…

ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ

ମୟୁରଭଞ୍ଜ: ବାରିପଦାରେ କାଳବୈଶାଖୀ ତାଣ୍ଡବ । ପ୍ରବଳ ବର୍ଷା ଓ ପବନରେ ଦୁଇ ମୃତ ଓ ୩ ଆହତ ।  ଆହତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି ।  ଗତକାଲି ରାତି ପ୍ରାୟ ୮ଟା ବେଳେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଥିଲା । ରାତି ୧୦ଟା ବେଳକୁ ପ୍ରବଳ ବର୍ଷା…

ବାଇକକୁ ଧକ୍କା ଦେଲା ବୋଲେରୋ, ୨ ବାଇକ ଆରୋହୀଙ୍କ ମୃତ୍ୟୁ

ଜୟପୁର: ବାଇକକୁ ଧକ୍କା ଦେଲା ବୋଲେରୋ । ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ । କେରାପୁଟ ଜିଲ୍ଲା ପାତ୍ରପୁଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଉଭୟ ମୃତକ ଜୟପୁର ଅଞ୍ଚଳର । ମୃତଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ । ସୂଚନାଯୋଗ୍ୟ, ରିବିବାର ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଏନଏଚ-୬୦…

ବିଳମ୍ବିତ ରାତିରେ ଗଛକୁ ପିଟିଲା କାର, ୨ ମୃତ

ଲମତାପୁଟ୍: ବିଳମ୍ବିତ ରାତିରେ ଗଛକୁ ପିଟିଲା କାର । ମର୍ମନ୍ତୁଦ ଦୁର୍ଘଟଣାରେ ୨ ମୃତ । କୋରାପୁଟ ଜିଲ୍ଲା ନନ୍ଦପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଗୋଟିଏ କାର ୨ ଆରୋହୀଙ୍କୁ ନେଇ ନନ୍ଦପୁର ଆଡୁ ପାଡ଼ୁଆକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା…

ଓଲଟିଲା ପିକଅପ ଭ୍ୟାନ, ୨ ମୃତ ଓ ୭ ଆହତ

ରାୟଗଡ଼ା: ଓଲଟିଲା ପିକଅପ ଭ୍ୟାନ, ୨ ମୃତ । ୭ ଆହତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି। ରାୟଗଡା ଜିଲ୍ଲା ବିଷମକଟକ ଥାନା କାଚାପାଦୁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଧାନ କଳକୁ ଆସୁଥିବାବେଳେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡିଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି…

ଚାପିଦେଲା ହାଇୱା, ଦୁର୍ଘଟଣାରେ ୨ ଜଣ ମୃତ

ପିପିଲି: ଚାପିଦେଲା ହାଇୱା । ଦୁର୍ଘଟଣାରେ ୨ ଜଣ ମୃତ। ଅନ୍ୟ ଜଣେ ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ।  ଭୁବନେଶ୍ୱର -ପୁରୀ ଜାତୀୟ ରାଜପଥ ଦାଣ୍ଡମକୁନ୍ଦପୁର ବାଇ ପାସରେ ଘଟିଛି ଦୁର୍ଘଟଣା ।  ମୃତକଙ୍କ ପରିଚୟ ମିଳିପାରିନାହିଁ ।  ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।…

ଜଗତପୁରରେ ଭୟଙ୍କର ବାଣ ବିସ୍ଫୋରଣ, ୨ ମୃତ

କଟକ: ଜଗତପୁର ପାଗା ମହାଜନପୁର ଗ୍ରାମରେ ଭୟଙ୍କର ବାଣ ବିସ୍ଫୋରଣ । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଶାଶୂ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଚିକିତ୍ସାଧୀନ ଥିବା ବେଳେ ବୋହୂ ଓ ନାତୁଣୀଙ୍କ ଜୀବନ ଯାଇଛି ।  ଆଗକୁ ଦୋଳ ଯାତ୍ରା ଥିବାରୁ ଘର ଭିତରେ ବାଣ ତିଆରି କରୁଥିଲେ । ବାଣ ଭିଡ଼ିବା ସମୟରେ…

ବରଗଡ଼ ହାଟପଦା ସାଇ ମନ୍ଦିର ନିକଟରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ ଓ ୩ ଜଣ ଗୁରୁତର

ବରଗଡ଼: ବରଗଡ଼ ହାଟପଦା ସାଇ ମନ୍ଦିର ନିକଟରେ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ, ୩ ଜଣ ଗୁରୁତର । ଗୋଷ୍ଠୀ ସଂଘର୍ଷର କାରଣ ଅସ୍ପଷ୍ଟ ରହିଛି। ଗତକାଲି୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଭୁଜାଲି ଆକ୍ରମଣରେ ଜଣେ ଗୁରୁତର ଦୁଇ ଆହତ ହୋଇଥିଲେ। ମୃତକ କଲେଜ ରୋଡ଼…

ଅଜଣା ଗାଡ଼ି ଧକ୍କାରେ ୨ ମୃତ, ମୃତକଙ୍କ ପରିଚୟ ଅସ୍ପଷ୍ଟ

ବୌଦ୍ଧ: ଅଜଣା ଗାଡ଼ି ଧକ୍କାରେ ୨ ମୃତ ।  ବୌଦ୍ଧ ଥାନା ଅନ୍ତର୍ଗତ ତେଲିବନ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା ।  କାରକୁ ପଛପଟୁ ଧକ୍କା ଦେଲା ଏକ ଅଜଣା ଗାଡ଼ି ।  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଭିତରେ ହିଁ ଯାତ୍ରୀ ୨ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ପରିଚୟ ମିଳିପାରିନାହିଁ ।  ସ୍ଥାନୀୟ…