Browsing Tag

+3 exam

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ କିନ୍ନର, ଦେଲେ +୩ ପରୀକ୍ଷା

ଯାଜପୁର(କେନ୍ୟୁଜ) : ପାଠ ପଢିବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ। ଏହି ଲକ୍ଷ୍ୟରେ ପାଞ୍ଚ ଜଣ କିନ୍ନର ଏକା ସାଙ୍ଗେ ଗୋଟିଏ କଲେଜରେ ସ୍ନାତକ ପରୀକ୍ଷା ଶେଷ କରିଛନ୍ତି। ଯାଜପୁର ଜିଲ୍ଲା ବରୀ ଅଙ୍ଗାଳ ସ୍ଥିତ ଲଛମନ ବାଲାଜୀଉ ଡିଗ୍ରୀ କଲେଜରେ ଆଜି କିନ୍ନର ମାନେ ପରୀକ୍ଷା ଦେଇଛନ୍ତି।…