Below header
Browsing Tag

5-T chairman VK Pandian

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିରୁ ସନ୍ନ୍ୟାସ ନେବି : କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ନାଁ ନନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଚ୍ୟାଲେଞ୍ଜ। ଜୁନ ୯ତାରିଖରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ନବୀନ ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିରୁ ସନ୍ନ୍ୟାସ ନେବି ବୋଲି କହିଛନ୍ତି ବିଜେଡି ନିର୍ବାଚନ ମୁଖ୍ୟ ରଣନୀତିକାର…

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ

ପୁରୀ(କେନ୍ୟୁଜ): ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ମହାପ୍ରଭୁଙ୍କୁ ଦର୍ଶନ ସହ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ । ସାରା ରାଜ୍ୟ ରେ ନିର୍ବାଚନ ମାହୋଲ ବେଶ ସରଗରମ ରହିଥିଵା ବେଳେ ବିଜେଡି ଲାଗି ବିଭିନ୍ନ ସ୍ଥାନ ବୁଲି…

ଉମରକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ, ମିଳିନାହିଁ କିଛି

ଉମରକୋଟ : ଉମରକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ । ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ ନିର୍ବାଚନ ଅଧିକାରୀ । ହେଲେ କିଛି ମିଳିନାହିଁ । ପାଣ୍ଡିଆନ ଆସିଥିବା ହେଲିକପଟରକୁ ଉମରକୋଟ BDO ତଥା ନିର୍ଵାଚନ ଅଧିକାରୀ ପ୍ରୀତି ରଞ୍ଜନ ରଥ ଓ ଅତରିକ୍ତ…

ଆଖୁଆପଦାରୁ ବିରୋଧୀଙ୍କୁ ସମାଲୋଚନା କଲେ ପାଣ୍ଡିଆନ, ଭଣ୍ଡାରିପୋଖରୀ ଲାଗି ୭୨୦ କୋଟି ମଞ୍ଜୁର ହେବା ନେଇ କହିଲେ

ଭଦ୍ରକ : ଭଦ୍ରକ ଆଖୁଆପଦାରୁ ବିରୋଧୀଙ୍କୁ ପାଣ୍ଡିଆନଙ୍କ ତେରେଚ୍ଛା ବାଣ। ବହୁତ ଲୋକ ଆସନ୍ତି। ମଞ୍ଚରେ ବଡ ବଡ଼ ଭାଷଣ ଦେଇ ଚାଲିଯାଆନ୍ତି। ଏହା ହୋଇଯିବ, ତାହା ହୋଇଯିବ କହିଥାନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କରନ୍ତି ବୋଲି କହିଛନ୍ତି 5T ଅଧ୍ୟକ୍ଷ…

ଲକ୍ଷ୍ମୀପୁରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିକାଶ ସମୀକ୍ଷା, ୧୩୫ କୋଟି ଟଙ୍କାର ଅନୁଦାନ ଘୋଷଣା

ଲକ୍ଷ୍ମୀପୁର : କୋରାପୁଟ ଗସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ଲୋକଙ୍କ ଠାରୁ ଦାବି ପତ୍ର ଗ୍ରହଣ ଜରିଛନ୍ତି ଭିକେ ପାଣ୍ଡିଆନ । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ପୋଡାଗଡ ଓ କାକିରିଗୁମାରେ ୨ଟି ନୁଆ କଲେଜ । ନାରାୟଣପାଟଣା ବନ୍ଧୁଗାଁ ବ୍ଲକରେ ଥିବା…

କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାମର ଅଗ୍ରଗତି ସମୀକ୍ଷା କଲେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍.

ଭୁବନେଶ୍ବର : ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵର କଳାମଣ୍ଡଳ ପରିସରରେ ନିର୍ମିତ ହେଉଛି ଅକ୍ଷରଭୂମି ।…

ପୁରୀ ଗସ୍ତରେ 5T ତଥା ନବୀନ ଓଡିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର…

ପୁରୀ : ପୁରୀ ଗସ୍ତରେ 5T ତଥା ନବୀନ ଓଡିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ  l ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି  l ଶ୍ରୀ ମନ୍ଦିର ଚତୁର୍ପାଶ୍ୱ ବୁଲି ନିର୍ମାଣ କାର୍ଯ୍ୟକୁ ଟିଖନିଖ ଅନୁଧ୍ୟାନ କରିବା ସହ ପରିକ୍ରମା…

ବାଲେଶ୍ବରରେ ବିଜୁ ପରିବାର କର୍ମକର୍ତ୍ତାଙ୍କୁ 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦେଲେ ଟାସ୍କ

ବାଲେଶ୍ବର : ବାଲେଶ୍ବରରେ ବିଜୁ ପରିବାର କର୍ମକର୍ତ୍ତାଙ୍କୁ 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦେଲେ ଟାସ୍କ। ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳକୁ ବୃହତ ବ୍ୟବଧାନରେ ବିଜୟୀ କରାଇବାକୁ ଟାର୍ଗେଟ ଦେଇଛନ୍ତି ପାଣ୍ଡିଆନ। ୨୦୧୪ ଓ ୨୦୧୯ ରେ ପ୍ରତି ବୁଥରେ ମିଳିଥିବା ମତଦାନ ଠାରୁ…

ଆଖଣ୍ଡଳମଣି ପୀଠରେ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିକାଶମୂଳକ କାମ ପ୍ରସଙ୍ଗରେ ସେବାୟତଙ୍କ ସହ ଆଲୋଚନା

ଭଦ୍ରକ (କେନ୍ୟୁଜ) : ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ହେଲିକପ୍ଟର ଯୋଗେ ଆରଡ଼ିରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଛି । ମନ୍ଦିର ନିକଟରେ ସେବାୟତ ମାନେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇଥିଲେ । ପରେ 5ଟି ଅଧକ୍ଷ ଆଖଣ୍ଡଳମଣି…

ଗଂଜାମ ଗସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍

ଗଂଜାମ ଗସ୍ତରେ ଆସି କବିସୂର୍ଯ୍ୟନଗର , ଆସିକା ଓ ଭଂଜନଗର ଠାରେ ପହଞ୍ଚିଥିଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । କବିସୂର୍ଯ୍ୟନଗର ବ୍ଳକ ର ଆଠଗଡ଼ ପାଟଣା ଠାରେ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଦର୍ଶନ କରିବା ସହ ବିକାଶ ମୂଳକ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ପରେ ପରେ ଆସିକା ଠାରେ ପହଞ୍ଚି ମା’…

ପୁରୀରେ 5T ଅଧକ୍ଷ୍ୟ କାର୍ତ୍ତିକ ପାଣ୍ଡିଆନ୍, ମହାପ୍ରଭୁଙ୍କୁ ଦର୍ଶନ ସହ ପରିକ୍ରମା ମାର୍ଗର କଲେ ସମୀକ୍ଷା

ପୁରୀ (କେନ୍ୟୁଜ): ପୁରୀରେ 5T ଓ ନବୀନ ଓଡିଶା ଅଧକ୍ଷ୍ୟ କାର୍ତ୍ତିକ ପାଣ୍ଡିଆନ୍ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ମାର୍ଗ କାର୍ଯ୍ୟର ଅଗ୍ରଗତି ନେଇ କଲେ ସମୀକ୍ଷା । ଶ୍ରୀମନ୍ଦିର ଚତୁର୍ପାଶ୍ୱ ବୁଲି ପରିକ୍ରମା ପ୍ରକଳ୍ପର ନିର୍ମାଣର ଅଗ୍ରଗତି ସମ୍ପର୍କରେ ଟିକନିକ୍ ଆଲୋଚନା…

୨୦୨୪ ନିର୍ବାଚନ ଲଢିବେ ନାହିଁ, ସ୍ପଷ୍ଟ କଲେ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

କ୍ଷମତା ପାଇଁ ନୁହଁ ଜନସେବା ପାଇଁ ଆସିଛନ୍ତି। ୨୦୨୪ ନିର୍ବାଚନ ଲଢିବେ ନାହିଁ। ଦଳ ପାଇଁ କାର୍ଯ୍ୟ କରିବେ। ଆଜି ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ସ୍ପଷ୍ଟ କରିଛନ୍ତି, ଫାଇଭ ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ବିଜେଡି କାର୍ଯ୍ୟକାରିଣୀରେ ସ୍ପଷ୍ଟ ଆଭାସ…