ନୋଏଡା ପରେ ଗାଜିଆବାଦରେ ଏସି ବିସ୍ଫୋରଣ, ହୁତୁହୁତୁ ହୋଇ ଜଳିଲା ବିଲିଡିଂ
ଉତ୍ତର ପ୍ରଦେଶ ନୋଏଡା ପରେ ଗାଜିଆବାଦର ପୋଶ ଅଞ୍ଚଳରେ ଅଗ୍ନିକାଣ୍ଡ ହୋଇଛି । ଘରେ ବିସ୍ଫୋରଣ ହେବା ପରେ ପ୍ରଥମ ମହଲା ଏବଂ ଦ୍ୱିତୀୟ ମହଲା ପର୍ଯ୍ୟନ୍ତ ନିଆଁ ଲାଗିଛି । ଘଟଣା ସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ସୂଚନା ମୁତାବକ, ଗାଜିଆବାଦର ପୋଶ ଅଞ୍ଚଳରେ ବସୁନ୍ଧରା…