Below header
Browsing Tag

Actress Jaya Prada

ଅଭଦ୍ର ଟିପ୍ପଣୀ ମାମଲା: କୋର୍ଟରେ ହାଜର ହେଲେ ଜୟାପ୍ରଦା, ଜାରି ହୋଇଥିଲା ଜାମିନ ବିହୀନ ଓ୍ଵାରେଣ୍ଟ୍‌

ରାମପୁରର ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ଜୟାପ୍ରଦା ତାଙ୍କ ବିରୋଧରେ ହୋଇଥିବା ଏକ ଅଭଦ୍ର ଟିପ୍ପଣୀ ମାମଲାରେ ମୁରାଦାବାଦ ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟରେ ହାଜର ହୋଇଛନ୍ତି । ସେ ନିଜର ବୟାନ ରେକର୍ଡ କରାଇବାକୁ କୋର୍ଟରେ ପହଞ୍ଚିଥିଲେ । କହି ରଖୁଛୁ ଯେ ୨୦୧୯ରେ ଏକ ଅଭଦ୍ର ଟିପ୍ପଣୀ ମାମଲାରେ…

ଜାଣନ୍ତୁ ଜୟା ପ୍ରଦାଙ୍କ ବିରୋଧରେ କାହିଁକି ଧାରା 82 CrPC ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ଫେରାର ଘୋଷଣା କଲେ କୋର୍ଟ । ଖାଲି ସେତିକି ନୁହେଁ, ପୋଲିସକୁ ନିର୍ଦ୍ଦେଶ ଦେଲେ ତାଙ୍କୁ ବାନ୍ଧି ଆଣି କୋର୍ଟରେ ହାଜର କର । ୨୦୧୯ ଲୋକସଭା ନିର୍ବାଚନରେ ଜୟାପ୍ରଦା ରାମପୁରରୁ ସାଂସଦ ପ୍ରାର୍ଥୀ ହୋଇଥିଲେ । ଏହି ସମୟରେ ନିର୍ବାଚନ ଆଚରଣ…

ଫେରାର ଘୋଷିତ ହେଲେ ବଲିଉଡ ଅଭିନେତ୍ରୀ ଜୟାପ୍ରଦା, ପୁଲିସ ଖୋଜି ଆଣି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ

ପ୍ରତିଷ୍ଠିତ ବଲିଉଡ ଅଭିନେତ୍ରୀ ଜୟାପ୍ରଦାଙ୍କୁ ଏକ କୋର୍ଟ ଫେରାର ଘୋଷିତ କରିଛନ୍ତି । ତାଙ୍କୁ ଖୋଜି ଆଣି କୋର୍ଟରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଅବମାନନା ଜୟାଙ୍କ ପାଇଁ ମହଙ୍ଗା ପଡିଛି । ଆସନ୍ତୁ ଜାଣିବା କ’ଣ ପାଇଁ ଜୟାପ୍ରଦାଙ୍କୁ ଫେରାର ଘୋଷିତ କଲେ କୋର୍ଟ ।…