Browsing Tag
adivasi mela
ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା -୨୦୨୫, ନଅ ଜଣଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ଓ ଦଶ ଜଣ ଜନଜାତି କୃଷକଙ୍କୁ…
ଭୁବନେଶ୍ୱର : ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା -୨୦୨୫ । ଏହି ଉତ୍ସବରେ ନଅ ଜଣଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ଓ ଦଶଜଣ ଜନଜାତି କୃଷକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବେ । ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ଦ୍ଵାରା ପ୍ରକାଶିତ ଜର୍ଣାଲ ‘ଦନଜା’ର ନୂତନ ସଂସ୍କରଣ ଉନ୍ମୋଚିତ ହେବ ।…
ଆସନ୍ତାକାଲିଠୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୫, ଆଦିବାସୀ ନୃତ୍ୟସଙ୍ଗୀତ, ଲାଇଟ୍ ଆଣ୍ଡ ସାଉଣ୍ଡ ଶୋରେ ଜମିବ
ଭୁବନେଶ୍ୱର : ସଜେଇ ହେଉଛି ପ୍ରଦର୍ଶନୀ ପଡିଆ । ଆସନ୍ତାକାଲିଠୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୫ । ରାଜଧାନୀରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସହର ମଧ୍ୟରେ ଆଦିବାସୀ ଗ୍ରାମର ଭ୍ରମ ସୃଷ୍ଟି କରିବ ଚଳିତ ବର୍ଷର ଆଦିବାସୀ ମେଳା । ଓଡ଼ିଶାରେ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ଦିବସକୁ…
ଏଥର ଆଦିବାସୀ ମେଳାରେ ମୁଖ୍ୟ ଆକର୍ଷଣ ୧୦ଟି ଜନଜାତିଙ୍କ ଘର, ଦେଖିଲେ ମନ ପୁରିଉଠିବ
ଭୁବନେଶ୍ୱର (କେନ୍ୟୁଜ): ସ୍ମାର୍ଟସିଟିରେ ସୃଷ୍ଟି ହୋଇଛି ଗାଁର ପରିବେଶ । କାହିଁକି ନା ଗତକାଲିଠୁ ୟୁନିଟ୍ ୧ ଆଦିବାସୀ ପଡିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା ୨୦୨୪ । ଗୋଟିଏ ସ୍ଥାନରେ ଜମିବ ଖାଦ୍ୟପେୟ, ସଂସ୍କୃତି ଓ ଆଦିବାସୀଙ୍କ ନିତିଦିନିଆ ଚାଲିଚଳନିର ଆସର । ତେବେ ମେଳାରେ ଆଦିବାସୀ…
ୟୁନିଟ୍ ୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ଆଦିବାସୀ ମେଳା, ଭିଡିଓ କନଫରେନସରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୟୁନିଟ୍ ୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ଆଦିବାସୀ ମେଳା । ଭିଡିଓ କନଫରେନସ ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି କଲ୍ୟାଣ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗ ଅନୁକୁଲ୍ୟରେ ଆଦିବାସୀ ଭାଷା ଓ ସଂସ୍କୃତି…
ରାଜଧାନୀ ଭୁବନେଶ୍ୱରରେ ଆଦିବାସୀ ଅଞ୍ଚଳର ଝଲକ: ଜଙ୍ଗଲ ଜାତ ଦ୍ରବ୍ୟ କିଣିବା ସହ ଖାଦ୍ୟ ବଜାରରେ ଜମୁଛି ଭିଡ
ଭୁବନେଶ୍ୱର(କେନ୍ୟୁଜ୍) : କି ଆକର୍ଷଣୀୟ ଦ୍ରୁଶ୍ଯ। ଦେଖିଲେ ଆଖି ଯିବାଟା ଥୟ। ସୁନ୍ଦର ସୁନ୍ଦର ଚାଳ ଛପର ତା ସାଙ୍ଗକୁ ମାଟି କାନ୍ଥର ଘର। ଘର ଗୁଡ଼ିକ ସବୁ ମାଟିରେ ଲିପା ପୋଛା ହୋଇଛି । ତା ସହିତ ଆଦିବାସୀ ଚାଲି ଚଳଣୀର ଝଲକ ଦେଖିବାକୁ ମିଳୁଛି ଏବଂ ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକା…
ଆଜିଠୁ ରାଜଧାନୀରେ ଆଦିବାସୀ ମେଳା
ଭୁବନେଶ୍ୱର(କେନ୍ୟୁଜ୍) : ଆଜିଠୁ ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା। ଭୁବନେଶ୍ୱର ୟୁନିଟ-୧ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଯାଉଛି ଆଦିବାସୀ ମେଳା । ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୨୩କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟର…
ଆସନ୍ତା କାଲିଠୁ ଆରମ୍ଭ ହେବ ଆଦିବାସୀ ମେଳା, ମାର୍ଚ୍ଚ ୧ ଯାଏ ଚାଲିବ
ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା କାଲିଠୁ ୟୁନିଟ୍-୧ ଆଦିବାସୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଫ୍ରେବ୍ରୁଆରୀ ୨୦ ରୁ ମାର୍ଚ୍ଚ ୧ ଯାଏ ଚାଲିବ ମେଳା। ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୩ କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ…