ଏହି ଇଲେକ୍ଟ୍ରିକ୍ ବାଇକ୍ ଦିଏ ୧୭୫ କିଲୋମିଟର ରେଞ୍ଜ, ମୂଲ୍ୟ ୯୦ ହଜାରରୁ ବି କମ୍
ଯେଉଁମାନେ ଦୈନନ୍ଦିନ ବ୍ୟବହାର ପାଇଁ ଏକ ବାଇକ୍ ଚାହୁଁଛନ୍ତି ଏବଂ ପେଟ୍ରୋଲ୍ ଖର୍ଚ୍ଚରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଏହି ଇଲେକ୍ଟ୍ରିକ୍ ବାଇକ୍ ଏକ ଭଲ ଅପ୍ସନ ବୋଲି ପ୍ରମାଣିତ ହେବ । ଏହି Oben Electric Rorr EZ ବାଇକ୍ ଏକ ପୂର୍ଣ୍ଣ ଚାର୍ଜରେ ୧୭୫ କିଲୋମିଟର ଏବଂ ୯୫ କିଲୋମିଟର ଟପ୍…