ରାଜଧାନୀକୁ ଜଗିବ AI କ୍ୟାମେରା, ଟ୍ରାଫିକ ଓ ATM ଥିବା ଅଞ୍ଚଳରେ ଲଗାଯିବ
ଭୁବନେଶ୍ୱର : ରାଜଧାନୀକୁ ଜଗିବ AI କ୍ୟାମେରା । ଅପରାଧ ପ୍ରବଣ ଅଞ୍ଚଳ, ଟ୍ରାଫିକ ଓ ATM ଥିବା ଅଞ୍ଚଳରେ ଲଗାଯିବ । ଅଧିକ କ୍ୟାମେରା ଓ ଜ୍ଞାନକୌଶଳ ଦ୍ଵାରା ଅପରାଧ ନିୟନ୍ତ୍ରଣ ଓ ମାମଲା ତଦନ୍ତରେ ସହାୟକ ହେବ। ସୁରକ୍ଷା ଓ ନିରାପତ୍ତା ପାଇଁ ଲୋକଙ୍କ ସହାୟତା ଆବଶ୍ୟକ । ଏବେ ଏକ ହଜାର…