ଏଣିକି ବାଇକ୍ ଆକ୍ସିଡେଣ୍ଟରୁ ରକ୍ଷା କରିବ ଏୟାରବ୍ୟାଗ୍, ଆସିଲା ନୂଆ ସେଫ୍ଟି ଫିଚର୍
ଏବେ ବାଇକ ଚାଳକଙ୍କ ପାଇଁ ଆସିଲା ଏୟାର ବ୍ୟାଗ୍ । କାର ଯେପରି ତାର ମ୍ୟାନୁଫ୍ୟାକ୍ଚରିଙ୍ଗରେ ଏୟାରବ୍ୟାଗକୁ ସାମିଲ କରୁଛି, ଠିକ ସେହିଭଳି ଚାଳକଙ୍କ ସେଫ୍ଟି ପାଇଁ ଏବେ ବାଇକ ଚାଳକ ବି ପାଇପାରିବେ ଏୟାର ବ୍ୟାଗ୍ । ଏକ କମ୍ପାନୀ ଏମିତି ଏକ ଜିନ୍ସ ପ୍ୟାଣ୍ଟ ପ୍ରସ୍ତୁତ କରିଛି ଯାହା ଏୟାର…