Below header
Browsing Tag

airport

ଏୟାରପୋର୍ଟରେ ହଜିଗଲା ମହମ୍ମଦ ସିରାଜଙ୍କ ବ୍ୟାଗ୍‌, ଏୟାର ଭିସ୍ତାରାକୁ ଟ୍ଵିଟ୍‌ କରି ନିବେଦନ କଲେ ସିରାଜ

ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ବ୍ୟାଗ୍‌ ଏୟାରପୋର୍ଟରେ ହଜିଗଲା । ସିରାଜ ବାଂଲାଦେଶ ବିପକ୍ଷ ସିରିଜ ଖେଳିବା ପରେ ଭାରତ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ବ୍ୟାଗ୍‌ ହଜିଯିବା ପରେ ଗୋଟେ ଦିନ ଅପେକ୍ଷା କରି ନ ମିଳିବା ପରେ ଟ୍ଵିଟରରେ ଅପିଲ କରିଥିଲେ ସିରାଜ। ଆଉ ସିରାଜଙ୍କ…

ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଜାରି ହେଲା ନୂଆ ଗାଇଡ୍‌ଲାଇନ୍, ଏୟାରପୋର୍ଟରେ ହେବ କୋଭିଡ ଟେଷ୍ଟ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ପୁଣି ଥରେ କରୋନା ମାମଲା ସାମ୍ନାକୁ ଆସୁଛି ଏବଂ ପ୍ରତିଦିନ ଶହ ଶହ ଲୋକ ମରୁଛନ୍ତି। ଏଥିପାଇଁ ଭାରତ ମଧ୍ୟ ବ୍ୟାପକ ପ୍ରସ୍ତୁତି କଲାଣି। ପ୍ରଧାନମନ୍ତ୍ରୀ ମୋଦୀ ନିଜେ କରୋନା ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ…

କରୀନା କପୁରଙ୍କୁ ଏକୁଟିଆ ଦେଖି ଫ୍ୟାନ୍ସ କଲେ ଏମିତି କାରନାମା, ଡରିଗଲେ କରୀନା: ଭିଡିଓ ଭାଇରଲ

ବଲିଉଡ ଅଭିନେତ୍ରୀ କରୀନା କୁପର ଖାନଙ୍କ ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ସ ଅଧୈର୍ଯ୍ୟ ରହିଥାନ୍ତି। ବେବୋ କରୀନା କପୁର ଯେତେବେଳେ ବି ଘରୁ ବାହାରନ୍ତି, ଫ୍ୟାନ୍ସ ତାଙ୍କ ଝଲକ ପାଇବା ପାଇଁ ଆତୁର ହୋଇପଡନ୍ତି। ଜବରଦସ୍ତ ଅଭିନୟ ଏବଂ ଲୁକ୍ ପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ତେବେ ଏବେ…

ପତ୍ନୀ ଓ ପିଲାଙ୍କ ସହ ବିମାନବନ୍ଦରରେ ଦେଢଘଣ୍ଟା ଛିଡା ହେଲେ ଇରଫାନ ପଠାନ୍, ଟ୍ଵିଟ୍‌ କରି ଦୁଃବ୍ୟବହାର ଅଭିଯୋଗ କଲେ

ଭାରତୀୟ ଦଳର ପୁର୍ବତନ କ୍ରିକେଟର ଇରଫାନ ପଠାନ ଏବଂ ତାଙ୍କ ପରିବାର ସହିତ ଦୁବାଇ ଯାଇଥିବା ବେଳେ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ସୋସିଆଲ ମିଡିଆରେ ଇରଫାନ୍ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖବର ଅନୁସାରେ ପୂର୍ବତନ ଅଲରାଉଣ୍ଡର ପଠାନ ତାଙ୍କ…

ଦେଶର ସର୍ବବୃହତ୍‌ ବିମାନବନ୍ଦର ନିର୍ମାଣ କରିବ TATA ପ୍ରୋଜେକ୍ଟସ୍‌ ଲିମିଟେଡ୍‌, ୨୦୨୪ ସେପ୍ଟେମ୍ବର ସୁଦ୍ଧା ସେବା…

ଦେଶର ସବୁଠାରୁ ବଡ଼ ଏୟାରପୋର୍ଟ ନିର୍ମାଣ କରିବାକୁ ଯାଉଛି ଟାଟା ପ୍ରୋଜେକ୍ଟସ୍‌ ଲିମିଟେଡ୍‌। ୩ କମ୍ପାନୀ ମଧ୍ୟରୁ ଟାଟା ପ୍ରୋଜେକ୍ଟସ୍‌ ଲିମିଟେଡ୍‌କୁ ଏୟାରପୋର୍ଟ ନିର୍ମାଣ ପାଇଁ ଚୟନ କରାଯାଇଛି। ଏହି କମ୍ପାନୀ ଏୟାରପୋର୍ଟର ଟର୍ମିନାଲ ବିଲ୍ଡିଂ, ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ଟାଓ୍ଵାର,…

ବେଙ୍ଗାଲୁରୁ ବିମାନ ବନ୍ଦରରେ ଅଛି ବମ, ଫୋନ କଲ ପାଇବା ପରେ ହାଇ ଆଲର୍ଟରେ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ବେଙ୍ଗାଲୁରୁ କେମ୍ପାଗୌଡ଼ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବୋମା ଥିବା ସୂଚନା । ସୂଚନା ମୁତାବକ ଆଜି ଭୋର ୩.୫୦ ମିନିଟ ସମୟରେ ବେଙ୍ଗାଳୁରୁ ସିଟି ପୋଲିସ କଣ୍ଟ୍ରୋଲ ରୁମ ନମ୍ବର ୧୧୨ କୁ ଏକ ଅଜଣା ଫୋନ ଆସିଥିଲା । ଫୋନ କଲରେ  ଜଣେ ପୁରୁଷ ଭଏସ ଥିବା କୁହାଯାଇଛି । ସୂଚନା…