Browsing Tag

airports

ବିମାନବନ୍ଦର, ସ୍କୁଲ ଏବଂ ଅନେକ ପ୍ରତିଷ୍ଠାନକୁ ମିଳିଛି ବୋମା ଧମକ, ପୋଲିସର ତଦନ୍ତ ଜାରି

ଦିଲ୍ଲୀ: ଦିଲ୍ଲୀରୁ ଆସିଲା ବଡ଼ ଖବର ।  ଦିଲ୍ଲୀ ବିମାନବନ୍ଦର, ସ୍କୁଲ ଏବଂ ଅନେକ ପ୍ରତିଷ୍ଠାନ ଗୁଡିକୁ ବୋମାରେ ଉଡ଼ାଇବା ପାଇଁ ମିଳିଛି ଧମକ  ।  ଏହି ଧମକ ଇମେଲ୍ ଦ୍ୱାରା ପଠା ଯାଇଛି ।  ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ତଦନ୍ତରେ ଏପର୍ଯ୍ୟନ୍ତ କିଛି ପାଇ ନାହାଁନ୍ତି ବୋଲି…

ଆଉ ୫ଟି ବିମାନବନ୍ଦରରେ ଫାଷ୍ଟ ଟ୍ରାକ୍ ଇମିଗ୍ରେସନକୁ ଭର୍ଚୁଆଲ୍ ଭାବରେ ଉଦଘାଟନ କଲେ ଅମିତ ଶାହ

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଆଜି  ଆଉ ୫ଟି ବିମାନବନ୍ଦରରେ ଫାଷ୍ଟ ଟ୍ରାକ୍ ଇମିଗ୍ରେସନକୁ ଭର୍ଚୁଆଲ୍ ଭାବରେ ଉଦଘାଟନ କରିଛନ୍ତି ।  ଫାଷ୍ଟ ଟ୍ରାକ୍ ଇମିଗ୍ରେସନ - ଟ୍ରଷ୍ଟେଡ୍ ଟ୍ରାଭେଲର୍ ପ୍ରୋଗ୍ରାମ୍ (FTI-TTP) ଭାରତୀୟ ନାଗରିକ ଏବଂ ଭାରତୀୟ ନାଗରିକତା (OCI) କାର୍ଡ ଧାରଣ କରିଥିବା…

ଏବେ ଏୟାରପୋର୍ଟରେ ଆପଣଙ୍କ ଚେହେରା ହିଁ ହେବ ବୋର୍ଡିଂ ପାସ୍‌, ଜାଣନ୍ତୁ କିପରି ଫେସ୍‌ ରେକଗନିସନ ଟେକନୋଲୋଜି ଦ୍ୱାରା…

ନୂଆଦିଲ୍ଲୀ  : ନାଗରିକ ଉଡ୍ଡାୟନ ମନ୍ତ୍ରଣାଳୟ ଏବେ ବିମାନ ବନ୍ଦରରେ ପେପରଲେସ ଏଣ୍ଟ୍ରି କରିବା ପାଇଁ ଏକ ନୂଆ ଡିଜିଟାଲ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଏହାକୁ ଡିଜି ଯାତ୍ରା କୁହାଯିବ । ଏହା ବିମାନଯାତ୍ରୀଙ୍କ ପାଇଁ ଏକ ବାୟୋମେଟ୍ରିକ ଆଧାରିତ ଡିଜିଟାଲ ପ୍ରୋସେସିଂ ଅଟେ । ଏଥିରେ…

ବିମାନରେ ପକ୍ଷୀ ମାଡ଼ହେବା ଘଟଣା ପରେ DGCAର ନୂଆ ଗାଇଡଲାଇନ, ସବୁ ବିମାନ ବନ୍ଦର ପାଇଁ ଆସିଲା ଜରୁରୀ ମାର୍ଗଦର୍ଶିକା

ନୂଆଦିଲ୍ଲୀ : ନିକଟରେ ଜାହାଜରେ ପକ୍ଷୀଙ୍କ ମାଡ଼ ହେବାନେଇ ଅନେକ ମାମଲା ସାମ୍ନାକୁ ଆସିଥିଲା । ଯେଉଁଥିପାଇଁ ଅନେକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଯାହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଜରୁରୀ ମାର୍ଗଦର୍ଶିକା ଜାରି କରିଛି । ଫଳରେ ଯେପରି ବିମାନରେ ପକ୍ଷୀ…