ଇରାକ୍ରେ ବଡ଼ ଏୟାରଷ୍ଟ୍ରାଇକ୍ କଲା ଆମେରିକା, ୧୬ ନାଗରିକଙ୍କ ମୃତ୍ୟୁ; ୨୫ ଆହତ
ନିଜର ୩ ସୈନିକଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ଆମେରିକା । ଜୋର୍ଡାନରେ ଆମେରିକୀୟ ସୈନିକମାନଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା ଏବଂ ଇରାକ୍ ଓ ସିରିୟାରେ ମୃତ୍ୟୁର ତାଣ୍ଡବ ରଚିଛି ।
ଇରାକରେ ଇରାନ ସମର୍ଥିତ ଠିକଣା ଉପରେ ଆମେରିକା…