ବିଧାୟକ ଭାବେ ଶପଥ ନେଲେ ନବ ନିର୍ବାଚିତ ବିଧାୟିକା ଅଳକା ମହାନ୍ତି
କେନ୍ୟୁଜ୍(ବ୍ୟୁରୋ): ନବ ନିର୍ବାଚିତ ବିଧାୟିକା ଅଳକା ମହାନ୍ତି ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତିଙ୍କ ଚାମ୍ବରରେ ଏହି ଶପଥ ନେଇଛନ୍ତି। ନିକଟରେ ବ୍ରଜରାଜନଗର ଉପନିର୍ବାଚନ ହୋଇଥିଲା। ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତି ୬୬ ହଜାର ୧୨୨ ଭୋଟ୍ ବ୍ୟବଧାନରେ ବିଜୟୀ…