Browsing Tag

ambulance accident

କ୍ଷଣକରେ ପରିବାର ହୋଇଗଲା ସର୍ବସ୍ୱାନ୍ତ : ବାପା ମୃତଦେହକୁ ଆମ୍ବୁଲାନ୍ସରେ ନେଇ ଯାଉଥିବା ବେଳେ ଦୁର୍ଘଟଣା, ମା’ ଓ ୩…

ଉତ୍ତରପ୍ରଦେଶର ଉନ୍ନାଓ ଜନପଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାପାର ମୃତଦେହ ଆମ୍ବୁଲାନ୍ସରେ ନେଇ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ମା’ ଓ ୩ ଝିଅଙ୍କ ଜୀବନ । ଉନ୍ନାଓ ଜିଲ୍ଲାର ପୁରବା ଥାନା ଅଞ୍ଚଳରେ ତୁସରୋରା ଗାଁ ନିକଟରେ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ…

ଗଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ: ଦୁର୍ଘଟଣାରେ ରୋଗୀ ଓ ହେଲପର ମୃତ

କଳାହାଣ୍ଡି(କେନ୍ୟୁଜ୍): ଗଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ। ଦୁର୍ଘଟଣାରେ ରୋଗୀ ଓ ହେଲପର ମୃତ। କଳାହାଣ୍ଡି ଜୁନାଗଡ଼ ଥାନା ମହିଚଲା ଗାଁ ନିକଟରେ ଦୁର୍ଘଟଣା। ଆମ୍ବୁଲାନ୍ସଟି ଜୟପାଟଣା ମେଡିକାଲରୁ ରୋଗୀ ଧରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଗଛରେ ପିଟି ହୋଇଯାଇଥିଲା।…

ଯାଜପୁର: ଓଲଟିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ସମ୍ପର୍କୀୟ

ଯାଜପୁର (କେନ୍ୟୁଜ): ଓଲଟିଲା ୧୦୮ ଆମ୍ବୁଲାନ୍ସ। ଅଳ୍ପକେ ବର୍ତିଲେ ରୋଗୀ ଓ ସମ୍ପର୍କୀୟ। ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ରାସ୍ତାର ତାରିଣୀ ଛକ ନିକଟରେ। ସୂଚନା ମୁତାବକ, ଯାଜପୁର ଟାଉନରୁ ୨ ଜଣ ଆଟେଣ୍ଡାଣ୍ଟ ୧୦୮ ଆମ୍ବୁଲାନ୍ସରେ ଜଣେ ରୋଗୀକୁ ନେଇ କଟକ ଯାଉଥିବା ବେଳେ ଆମ୍ବୁଲାନସଟି…

କର୍ଣ୍ଣାଟକର ଏକ ଟୋଲ ପ୍ଲାଜାରେ ଭୟାବହ ଆମ୍ବୁଲାନ୍‌ସ ଦୁର୍ଘଟଣା, ଦେଖନ୍ତୁ ସିସିଟିଭି ଭିଡିଓ

କେନ୍ୟୁଜ୍(ବ୍ୟୁରୋ): ଭୟଙ୍କର ଦୁର୍ଘଟଣା । ଟୋଲ ପ୍ଲାଜାରେ ଆମ୍ବୁଲାନ୍‌ସ ଧକ୍କା । ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ସମେତ ୪ ମୃତ । କର୍ଣ୍ଣାଟକର ଉଡୁପି ଜିଲ୍ଲାର ଏକ ଟୋଲ ପ୍ଲାଜାରେ ଘଟିଛି ଏହି ଭୟାବହ ଦୁର୍ଘଟଣା । କେତେ ଭୟଙ୍କର ଥିଲା ଦୁର୍ଘଟଣା । ତାହା ଟୋଲ୍‌ ପ୍ଲାଜାରେ ଲାଗିଥିବା ସିସିଟିଭି…